କଳାହାଣ୍ଡିର ପ୍ରଥମ ମହିଳା ଏମ୍ପି ହେଲେ ମାଳବିକା
ଭବାନୀପାଟଣା,୫ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ପ୍ରଥମ ମହିଳା ଏମ୍ପି ଭାବେ ଭାଜପାର ମାଳବିକା କେଶରୀ ଦେଓ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ଲମ୍ବୋଦର ନିଆଲଙ୍କୁ ପରାସ୍ତ କରିଛନ୍ତି। କଳାହାଣ୍ଡି ଲୋକ ସଭାରେ ପ୍ରଥମଥର ପାଇଁ ଭାଜପା ମାଳବିକାଙ୍କୁ ଟିକେଟ ଦେଇଥିଲା। ଏଥିରେ ସେ ସଫଳ ହେବା ସ କଳାହାଣ୍ଡିର ପ୍ରଥମ ମହିଳା ଏମ୍ପି ଭାବେ ନିର୍ବାଚିତ ହୋଇଛନ୍ତି। ଏନେଇ ଭାଜପା କର୍ମୀଙ୍କ ମଧ୍ୟରେ ଉତ୍ସାହ The post କଳାହାଣ୍ଡିର ପ୍ରଥମ ମହିଳା ଏମ୍ପି ହେଲେ ମାଳବିକା appeared first on Dharitri Odia News.
ଭବାନୀପାଟଣା,୫ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ପ୍ରଥମ ମହିଳା ଏମ୍ପି ଭାବେ ଭାଜପାର ମାଳବିକା କେଶରୀ ଦେଓ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ଲମ୍ବୋଦର ନିଆଲଙ୍କୁ ପରାସ୍ତ କରିଛନ୍ତି। କଳାହାଣ୍ଡି ଲୋକ ସଭାରେ ପ୍ରଥମଥର ପାଇଁ ଭାଜପା ମାଳବିକାଙ୍କୁ ଟିକେଟ ଦେଇଥିଲା। ଏଥିରେ ସେ ସଫଳ ହେବା ସ କଳାହାଣ୍ଡିର ପ୍ରଥମ ମହିଳା ଏମ୍ପି ଭାବେ ନିର୍ବାଚିତ ହୋଇଛନ୍ତି। ଏନେଇ ଭାଜପା କର୍ମୀଙ୍କ ମଧ୍ୟରେ ଉତ୍ସାହ
The post କଳାହାଣ୍ଡିର ପ୍ରଥମ ମହିଳା ଏମ୍ପି ହେଲେ ମାଳବିକା appeared first on Dharitri Odia News.