କଶ୍ମୀର ଆତଙ୍କବାଦୀ ବୁଖାରୀଙ୍କ ସ୍ତ୍ରୀ ଚାକିରିରୁ ବହିଷ୍କୃତ
ଯାଜପୁର, ୧୮।୧୨: କଶ୍ମୀର ଆତଙ୍କବାଦୀ ଇସାନ ବୁଖାରୀ ଗିରଫ ଘଟଣା ଭିନ୍ନ ମୋଡ ନେଇଛି । ଯାଜପୁର ଜିଲା ନେଉଳପୁର ନିକଟ ମିଲତନଗରସ୍ଥିତ ଏକ ଘରୋଇ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟକରୁଥିବା ବୁଖାରୀଙ୍କ ସ୍ତ୍ରୀଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି। ବହିଷ୍କାର ନେଇ ସ୍କୁଲ କର୍ତ୍ତୃପକ୍ଷ ଏକ ଚିଠି ଜାରି କରିଛନ୍ତି । ସ୍ବାମୀଙ୍କ ଆତଙ୍କୀ କାର୍ଯ୍ୟକଳାପ ସମ୍ପୃୃକ୍ତି ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ସ୍କୁଲ ଏହି ପଦକ୍ଷେପ ନେଇଛି । The post କଶ୍ମୀର ଆତଙ୍କବାଦୀ ବୁଖାରୀଙ୍କ ସ୍ତ୍ରୀ ଚାକିରିରୁ ବହିଷ୍କୃତ appeared first on Dharitri Odia News.
ଯାଜପୁର, ୧୮।୧୨: କଶ୍ମୀର ଆତଙ୍କବାଦୀ ଇସାନ ବୁଖାରୀ ଗିରଫ ଘଟଣା ଭିନ୍ନ ମୋଡ ନେଇଛି । ଯାଜପୁର ଜିଲା ନେଉଳପୁର ନିକଟ ମିଲତନଗରସ୍ଥିତ ଏକ ଘରୋଇ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟକରୁଥିବା ବୁଖାରୀଙ୍କ ସ୍ତ୍ରୀଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି। ବହିଷ୍କାର ନେଇ ସ୍କୁଲ କର୍ତ୍ତୃପକ୍ଷ ଏକ ଚିଠି ଜାରି କରିଛନ୍ତି ।
ସ୍ବାମୀଙ୍କ ଆତଙ୍କୀ କାର୍ଯ୍ୟକଳାପ ସମ୍ପୃୃକ୍ତି ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ସ୍କୁଲ ଏହି ପଦକ୍ଷେପ ନେଇଛି ।
The post କଶ୍ମୀର ଆତଙ୍କବାଦୀ ବୁଖାରୀଙ୍କ ସ୍ତ୍ରୀ ଚାକିରିରୁ ବହିଷ୍କୃତ appeared first on Dharitri Odia News.