କାଜୁ ଜଙ୍ଗଲରୁ ୩ କୁଇଣ୍ଟାଲ ଗଞ୍ଜେଇ ଜବତ, ବାହାରକୁ ହୋଇଥାନ୍ତା ଚାଲାଣ

ମୋହନା: କାଜୁ ଜଙ୍ଗଲରୁ ୩ କୁଇଣ୍ଟାଲ ଗଞ୍ଜେଇ ଜବତ। ବାଛିପଙ୍କା ଗାଁ ନିକଟସ୍ଥ କାଜୁ ଜଙ୍ଗଲରୁ ଜବତ କଲା ଅଡବା ଥାନା ପୋଲିସ। ସୂଚନା ଅନୁଯାୟୀ, ଏହି ଗଞ୍ଜେଇ ବାହାର ରାଜ୍ୟକୁ ପଠାଇବାକୁ ଯୋଜନା କରୁଥିଲେ ମାଫିଆ । ଆଉ ଏହି ସମୟରେ ରେଡ୍‌ କରି ଜବତ କରିଥିଲା ପୋଲିସ। ତେବେ ଘଟଣାସ୍ଥଳରେ ଚମ୍ପଟ ମାରିଛି ମାଫିଆ। ପୋଲିସ ଗଞ୍ଜେଇ ଜବତ କରିବା ସହ ଘଟଣାରେ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ ଜାରି ରଖିଛି ପୋଲିସ। 

କାଜୁ ଜଙ୍ଗଲରୁ ୩ କୁଇଣ୍ଟାଲ ଗଞ୍ଜେଇ ଜବତ, ବାହାରକୁ ହୋଇଥାନ୍ତା ଚାଲାଣ

ମୋହନା: କାଜୁ ଜଙ୍ଗଲରୁ ୩ କୁଇଣ୍ଟାଲ ଗଞ୍ଜେଇ ଜବତ। ବାଛିପଙ୍କା ଗାଁ ନିକଟସ୍ଥ କାଜୁ ଜଙ୍ଗଲରୁ ଜବତ କଲା ଅଡବା ଥାନା ପୋଲିସ। 

ସୂଚନା ଅନୁଯାୟୀ, ଏହି ଗଞ୍ଜେଇ ବାହାର ରାଜ୍ୟକୁ ପଠାଇବାକୁ ଯୋଜନା କରୁଥିଲେ ମାଫିଆ । ଆଉ ଏହି ସମୟରେ ରେଡ୍‌ କରି ଜବତ କରିଥିଲା ପୋଲିସ। ତେବେ ଘଟଣାସ୍ଥଳରେ ଚମ୍ପଟ ମାରିଛି ମାଫିଆ। ପୋଲିସ ଗଞ୍ଜେଇ ଜବତ କରିବା ସହ ଘଟଣାରେ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ ଜାରି ରଖିଛି ପୋଲିସ।