କାଠୁଆରେ ଭୀଷଣ ଅଗ୍ନିକାଣ୍ଡ; ଶ୍ବାସରୁଦ୍ଧ ହୋଇ ୬ ମୃତ, ୪ ଆହତ
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର କାଠୁଆରେ ଭୀଷଣ ଅଗ୍ନିକାଣ୍ଡ । ଏକ ଘରେ ନିଆଁ ଲାଗିବା ଯୋଗୁ ଶ୍ବାସରୁଦ୍ଧ ହୋଇ ୬ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୪ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ରେସକ୍ୟୁ ଟିମ୍ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି ।ମିଳିଥିବା ପ୍ରାରମ୍ଭିତ ସୂଚନା ଅନୁଯାୟୀ, କାଠୁଆ ଜିଲ୍ଲାର ଶିବନଗରରେ ଏହି ଅଘଟଣ ଘଟିଛି । ଅବସରପ୍ରାପ୍ତ ଡିଏସପି ଅବତାର କୃଷ୍ଣ ପୁତ୍ର କେଶବ ରାଇନାଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ କୌଣସି କାରଣ ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଏବେ ଭୟଙ୍କର ଥିବା ଯେ ସଙ୍ଗେ ସଙ୍ଗେ ପୂରା ବିଲ୍ଡିଂକୁ କବଳିତ କରିଥିଲା । ଘରେ ଶୋଇଥିବା ୬ଜଣ ଏହି ଭୀଷଣ ଅଗ୍ନିକାଣ୍ଡରେ ଶ୍ବାସରୁଦ୍ଧ ହୋଇ ପ୍ରାଣହରାଇଛନ୍ତି । ମୃତକଙ୍କ ମଧ୍ୟ ଛୋଟ ପିଲା ସାମିଲ୍ ଥିବା କୁହାଯାଉଛି । ଏଥିରେ ଡିଏସପି ଅବତାର କୃଷ୍ଣ ପୁତ୍ର କେଶବ ରାଇନା ମଧ୍ୟ ସାମିଲ ରହିଛନ୍ତି । ଅଗ୍ନିକାଣ୍ଡରେ ଡିଏସପିଙ୍କ ପରିବାରରୁ ୩ଜଣ ଆହତ ହୋଇଥିବା ବେଳେ ଜଣେ ପଡୋଶୀ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି ।#WATCH | Kathua, J&K | Six died and four injured as a fire broke out at a house in Shiva Nagar.Kathua GMC Principal, SK Atri says, "A fire broke out in a rented house of a retired assistant matron. Out of 10 people, 6 were broug
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର କାଠୁଆରେ ଭୀଷଣ ଅଗ୍ନିକାଣ୍ଡ । ଏକ ଘରେ ନିଆଁ ଲାଗିବା ଯୋଗୁ ଶ୍ବାସରୁଦ୍ଧ ହୋଇ ୬ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୪ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ରେସକ୍ୟୁ ଟିମ୍ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି ।
ମିଳିଥିବା ପ୍ରାରମ୍ଭିତ ସୂଚନା ଅନୁଯାୟୀ, କାଠୁଆ ଜିଲ୍ଲାର ଶିବନଗରରେ ଏହି ଅଘଟଣ ଘଟିଛି । ଅବସରପ୍ରାପ୍ତ ଡିଏସପି ଅବତାର କୃଷ୍ଣ ପୁତ୍ର କେଶବ ରାଇନାଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ କୌଣସି କାରଣ ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଏବେ ଭୟଙ୍କର ଥିବା ଯେ ସଙ୍ଗେ ସଙ୍ଗେ ପୂରା ବିଲ୍ଡିଂକୁ କବଳିତ କରିଥିଲା । ଘରେ ଶୋଇଥିବା ୬ଜଣ ଏହି ଭୀଷଣ ଅଗ୍ନିକାଣ୍ଡରେ ଶ୍ବାସରୁଦ୍ଧ ହୋଇ ପ୍ରାଣହରାଇଛନ୍ତି । ମୃତକଙ୍କ ମଧ୍ୟ ଛୋଟ ପିଲା ସାମିଲ୍ ଥିବା କୁହାଯାଉଛି । ଏଥିରେ ଡିଏସପି ଅବତାର କୃଷ୍ଣ ପୁତ୍ର କେଶବ ରାଇନା ମଧ୍ୟ ସାମିଲ ରହିଛନ୍ତି । ଅଗ୍ନିକାଣ୍ଡରେ ଡିଏସପିଙ୍କ ପରିବାରରୁ ୩ଜଣ ଆହତ ହୋଇଥିବା ବେଳେ ଜଣେ ପଡୋଶୀ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି ।
#WATCH | Kathua, J&K | Six died and four injured as a fire broke out at a house in Shiva Nagar.
Kathua GMC Principal, SK Atri says, "A fire broke out in a rented house of a retired assistant matron. Out of 10 people, 6 were brought dead and 4 of them were injured... Prima… pic.twitter.com/hUGiBzVDF5— ANI (@ANI) December 18, 2024