କାନାଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା: ୪ ଭାରତୀୟଙ୍କ ଚାଲିଗଲା ଜୀବନ
ଓଟ୍ଟାଓ୍ବା,୨୮ା୧୦: କାନାଡାର ଓଣ୍ଟାରିଓ ପ୍ରଦେଶରେ ଏକ କାର୍ ଦୁର୍ଘଟଣାରେ ୪ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ଜଣେ ଆହତ ହୋଇଛନ୍ତି। ଦୁର୍ଘଟଣାରେ କାର୍ଟି ଜଳିଯାଇଛି। ଟରଣ୍ଟୋ ସହରର ଲେକ୍ ଶୋର୍ ବୁଲେଭାର୍ଡ ଇଷ୍ଟ ଏବଂ ଚେରୀ ଷ୍ଟ୍ରିଟ୍ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା। ମୃତକମାନଙ୍କ ବୟସ ୨୫ରୁ ୩୨ ବର୍ଷ ମଧ୍ୟରେ। ସେମାନଙ୍କ ଟେସ୍ଲା କାର୍ ଭାରସାମ୍ୟ ହରାଇ ପ୍ରଥମେ ଗାର୍ଡ ରେଲ୍ ଏବଂ ପରେ ଏକ ସିମେଣ୍ଟ ସ୍ତମ୍ଭକୁ ଧକ୍କା ଦେଇ ଜଳିଯାଇଥିଲା। The post କାନାଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା: ୪ ଭାରତୀୟଙ୍କ ଚାଲିଗଲା ଜୀବନ appeared first on Dharitri Odia News.
ଓଟ୍ଟାଓ୍ବା,୨୮ା୧୦: କାନାଡାର ଓଣ୍ଟାରିଓ ପ୍ରଦେଶରେ ଏକ କାର୍ ଦୁର୍ଘଟଣାରେ ୪ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ଜଣେ ଆହତ ହୋଇଛନ୍ତି। ଦୁର୍ଘଟଣାରେ କାର୍ଟି ଜଳିଯାଇଛି। ଟରଣ୍ଟୋ ସହରର ଲେକ୍ ଶୋର୍ ବୁଲେଭାର୍ଡ ଇଷ୍ଟ ଏବଂ ଚେରୀ ଷ୍ଟ୍ରିଟ୍ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା। ମୃତକମାନଙ୍କ ବୟସ ୨୫ରୁ ୩୨ ବର୍ଷ ମଧ୍ୟରେ। ସେମାନଙ୍କ ଟେସ୍ଲା କାର୍ ଭାରସାମ୍ୟ ହରାଇ ପ୍ରଥମେ ଗାର୍ଡ ରେଲ୍ ଏବଂ ପରେ ଏକ ସିମେଣ୍ଟ ସ୍ତମ୍ଭକୁ ଧକ୍କା ଦେଇ ଜଳିଯାଇଥିଲା।
The post କାନାଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା: ୪ ଭାରତୀୟଙ୍କ ଚାଲିଗଲା ଜୀବନ appeared first on Dharitri Odia News.