କାନାଡା ସରକାର ନେଲେ ବଡ଼ ନିଷ୍ପତି: ପ୍ରଭାବିତ ହେବ ଭାରତ

ନୂଆଦିଲ୍ଲୀ,୨୪।୨:କାନାଡା ଏହାର ଆପ୍ରବାସ ନିୟମାବଳୀରେ ବଡ଼ ପରିବର୍ତ୍ତନ କରିଛି। ଜାନୁଆରୀ ୩୧ରୁ କାର୍ଯ୍ୟକାରୀ ହୋଇଥିବା ନୂଆ ଇମିଗ୍ରେଶନ ଆଣ୍ଡ ରିଫ୍ୟୁଜି ପ୍ରୋଟେକ୍ସନ ରେଗୁଲେଶନ ଅଧିକାରୀମାନଙ୍କୁ ଅସ୍ଥାୟୀ ଆବାସିକ ଦସ୍ତାବିଜ୍‌ ଯଥା ଇଲେକ୍ଟ୍ରୋନିକ୍‌ ଟ୍ରାଭେଲ ଅଥରାଇଜେଶନ ଏବଂ ଟେମ୍ପରାରି ରେସିଡେଣ୍ଟ ଭିଜା ରଦ୍ଦ କରିବା କ୍ଷମତା ଦେଇଛି। ନୂଆ ନିୟମାବଳୀ ଭାରତୀୟଙ୍କ ସମେତ ଅନେକ ହଜାର ବିଦେଶୀଙ୍କୁ ପ୍ରଭାବିତ କରିପାରେ। ବିଶେଷ କରି ଛାତ୍ରୀଛାତ୍ର, କର୍ମଚାରୀ ଏବଂ ଅସ୍ଥାୟୀ ନିବାସୀ ଆଗନ୍ତୁକ ପ୍ରଭାବିତ ହେବେ ବୋଲି କୁହାଯାଉଛି। ବହିର୍ବ୍ୟାପାର […] The post କାନାଡା ସରକାର ନେଲେ ବଡ଼ ନିଷ୍ପତି: ପ୍ରଭାବିତ ହେବ ଭାରତ appeared first on Dharitri Odia News.

କାନାଡା ସରକାର ନେଲେ ବଡ଼ ନିଷ୍ପତି: ପ୍ରଭାବିତ ହେବ ଭାରତ

ନୂଆଦିଲ୍ଲୀ,୨୪।୨:କାନାଡା ଏହାର ଆପ୍ରବାସ ନିୟମାବଳୀରେ ବଡ଼ ପରିବର୍ତ୍ତନ କରିଛି। ଜାନୁଆରୀ ୩୧ରୁ କାର୍ଯ୍ୟକାରୀ ହୋଇଥିବା ନୂଆ ଇମିଗ୍ରେଶନ ଆଣ୍ଡ ରିଫ୍ୟୁଜି ପ୍ରୋଟେକ୍ସନ ରେଗୁଲେଶନ ଅଧିକାରୀମାନଙ୍କୁ ଅସ୍ଥାୟୀ ଆବାସିକ ଦସ୍ତାବିଜ୍‌ ଯଥା ଇଲେକ୍ଟ୍ରୋନିକ୍‌ ଟ୍ରାଭେଲ ଅଥରାଇଜେଶନ ଏବଂ ଟେମ୍ପରାରି ରେସିଡେଣ୍ଟ ଭିଜା ରଦ୍ଦ କରିବା କ୍ଷମତା ଦେଇଛି। ନୂଆ ନିୟମାବଳୀ ଭାରତୀୟଙ୍କ ସମେତ ଅନେକ ହଜାର ବିଦେଶୀଙ୍କୁ ପ୍ରଭାବିତ କରିପାରେ। ବିଶେଷ କରି ଛାତ୍ରୀଛାତ୍ର, କର୍ମଚାରୀ ଏବଂ ଅସ୍ଥାୟୀ ନିବାସୀ ଆଗନ୍ତୁକ ପ୍ରଭାବିତ ହେବେ ବୋଲି କୁହାଯାଉଛି। ବହିର୍ବ୍ୟାପାର ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ କାନାଡାରେ ୪,୨୭,୦୦୦ ଭାରତୀୟ ଛାତ୍ରୀଛାତ୍ର ପଢ଼ୁଛନ୍ତି।

The post କାନାଡା ସରକାର ନେଲେ ବଡ଼ ନିଷ୍ପତି: ପ୍ରଭାବିତ ହେବ ଭାରତ appeared first on Dharitri Odia News.