କାନ୍ଥ ପଡି ଯୁବକ ଗୁରୁତର, ବାତ୍ୟା ଦାନା ପ୍ରଭାବରେ ଘରର କାନ୍ଥ ଫାଟି ଯାଇଥିଲା

ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ସ୍ଥିତ 19 ନଂ ୱାର୍ଡରେ କାନ୍ଥ ପଡି ଯୁବକ ଗୁରୁତର ।  ଯୁବକଙ୍କୁ ବାସୁଦେବପୁର ଡାକ୍ତରଖାନା ପରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଗୁରୁତର ଯୁବକ ହେଉଛନ୍ତି ସେହି ଗ୍ରାମର ଭଗବାନ ବାରିକଙ୍କ ସାନ ପୁଅ ରମାକାନ୍ତ । ବାତ୍ୟା ଦାନା ପ୍ରଭାବରେ  ଘରର କାନ୍ଥ ଫାଟି ଯାଇଥିଲା । ସେହି ଘରେ ଥିବାବେଳେ ଆଜି ସନ୍ଧ୍ୟାରେ କାନ୍ଥଟି ଅଚାନକ ପଡି […] The post କାନ୍ଥ ପଡି ଯୁବକ ଗୁରୁତର, ବାତ୍ୟା ଦାନା ପ୍ରଭାବରେ ଘରର କାନ୍ଥ ଫାଟି ଯାଇଥିଲା appeared first on KNews Odisha.

କାନ୍ଥ ପଡି ଯୁବକ ଗୁରୁତର, ବାତ୍ୟା ଦାନା ପ୍ରଭାବରେ ଘରର କାନ୍ଥ ଫାଟି ଯାଇଥିଲା
ambulance

ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ସ୍ଥିତ 19 ନଂ ୱାର୍ଡରେ କାନ୍ଥ ପଡି ଯୁବକ ଗୁରୁତର ।  ଯୁବକଙ୍କୁ ବାସୁଦେବପୁର ଡାକ୍ତରଖାନା ପରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଗୁରୁତର ଯୁବକ ହେଉଛନ୍ତି ସେହି ଗ୍ରାମର ଭଗବାନ ବାରିକଙ୍କ ସାନ ପୁଅ ରମାକାନ୍ତ ।

ବାତ୍ୟା ଦାନା ପ୍ରଭାବରେ  ଘରର କାନ୍ଥ ଫାଟି ଯାଇଥିଲା । ସେହି ଘରେ ଥିବାବେଳେ ଆଜି ସନ୍ଧ୍ୟାରେ କାନ୍ଥଟି ଅଚାନକ ପଡି ଯାଇଥିଲା । ଫଳରେ ଯୁବକଙ୍କ ଉପରେ କାନ୍ଥଟି ପଡିଥିଲା । ଗୁରୁତର ଅବସ୍ଥାରେ ପ୍ରଥମେ ବାସୁଦେବପୁର ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

 

The post କାନ୍ଥ ପଡି ଯୁବକ ଗୁରୁତର, ବାତ୍ୟା ଦାନା ପ୍ରଭାବରେ ଘରର କାନ୍ଥ ଫାଟି ଯାଇଥିଲା appeared first on KNews Odisha.