କାନ୍ଦି କାନ୍ଦି ଶୁଖିଗଲାଣି ଆଖିର ଲୁହ, ହଜିଲା ପୁଅ ଫେରିବା ଆଶାରେ ମା’ କରୁଛି ଷଠି ପୂଜା...

#ପୁଅ_ଫେରିବା_ଆଶାରେ_ମାଆ_କରୁଛି_ଷଠି_ପୂଜା ଆଶୀର୍ବାଦ କୁଆଡେ ଯାଇଛି ତା’ର କିଛି ଖୋଜ ଖବର ମିଳୁନି । ବନ୍ଧୁ ବାନ୍ଧବଙ୍କ ଘର ଠାରୁ ଆରମ୍ଭ କରି କୂଅ ପୋଖରୀ ସବୁଆଡେ ଖୋଜା ସରିଲାଣି । ସବୁଆଡୁ ନିରାଶ ହେବା ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ ପରି