କାରଖାନାରେ ଗ୍ୟାସ ଲିକ୍: ଜଣେ ଶ୍ରମିକ ମୃତ, ୫ ଅସୁସ୍ଥ
ଝାରସୁଗୁଡ଼ା,୬।୮: ଝାରସୁଗୁଡ଼ା ଜିଲା ବୁଢିପଦର ସ୍ଥିତ ଓଡ଼ିଶା ମେଟାଲିକ କାରଖାନାରେ ମଙ୍ଗଳବାର ଏକ ବଡ଼ ଧରଣର ଅଘଟଣ ଘଟିଛି। କାରଖାନାରେ ଗ୍ୟାସ୍ ଲିକ୍ ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଥିରେ ୫ଜଣ ଶ୍ରମିକ ଅସୁସ୍ଥ ହୋଇ ସ୍ଥାନୀୟ ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାକୁ ନେଇ କାରଖାନାରେ ଶ୍ରମିକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଅନ୍ୟପକ୍ଷେ ଶ୍ରମିକଙ୍କମାନେ ମୃତ ଶ୍ରମିକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି। […] The post କାରଖାନାରେ ଗ୍ୟାସ ଲିକ୍: ଜଣେ ଶ୍ରମିକ ମୃତ, ୫ ଅସୁସ୍ଥ appeared first on Dharitri Odia News.
ଝାରସୁଗୁଡ଼ା,୬।୮: ଝାରସୁଗୁଡ଼ା ଜିଲା ବୁଢିପଦର ସ୍ଥିତ ଓଡ଼ିଶା ମେଟାଲିକ କାରଖାନାରେ ମଙ୍ଗଳବାର ଏକ ବଡ଼ ଧରଣର ଅଘଟଣ ଘଟିଛି। କାରଖାନାରେ ଗ୍ୟାସ୍ ଲିକ୍ ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଥିରେ ୫ଜଣ ଶ୍ରମିକ ଅସୁସ୍ଥ ହୋଇ ସ୍ଥାନୀୟ ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି।
ଏହି ଘଟଣାକୁ ନେଇ କାରଖାନାରେ ଶ୍ରମିକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଅନ୍ୟପକ୍ଷେ ଶ୍ରମିକଙ୍କମାନେ ମୃତ ଶ୍ରମିକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି। କେଉଁ ପରିସ୍ଥିତିରେ କାରଖାନାରୁ ଗ୍ୟାସ୍ ଲିକ୍ ହେଲା ସେନେଇ ତଦନ୍ତ ଆରମ୍ଭ ହୋଇଛ
The post କାରଖାନାରେ ଗ୍ୟାସ ଲିକ୍: ଜଣେ ଶ୍ରମିକ ମୃତ, ୫ ଅସୁସ୍ଥ appeared first on Dharitri Odia News.