କାର୍‌ ଭିତରୁ JEଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ବରଗଡ଼: କାର ଭିତରେ ଜେଇଙ୍କ ସନ୍ଦେହଜନକ ମୃତ୍ୟୁ । କାର ଭିତରୁ ବରପାଲି ବ୍ଲକ୍ ର ଜେଇ ଚନ୍ଦ୍ରଶେଖର ଝାଡ଼ିଆଙ୍କ ମୃତଦେହ ଉଦ୍ଧାର ହୋଇଛି । ହଳଦୀପାଲି ଛକରେ ଛିଡା ହୋଇଥିବା ତାଙ୍କ କାର୍ ଭିତରୁ ମୃତଦେହ ଉଦ୍ଧାର ହୋଇଛି । ଗତକାଲି ବରଗଡ଼ରୁ ବରପାଲି ବ୍ଲକକୁ ବାହାରିଥିଲେ ଚନ୍ଦ୍ରଶେଖର ଝାଡିଆ ।  ଆଜି ସକାଳୁ ମୃତଦେହ ମିଳିଛି । ତେବେ କେମିତି ହେଲା ମୃତ୍ୟୁ କାରଣ ଅସ୍ପଷ୍ଟ ରହିଛି । ବରଗଡ଼ ଟାଉନ ପୋଲିସ ମୃତଦେହ […] The post କାର୍‌ ଭିତରୁ JEଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ appeared first on KNews Odisha.

କାର୍‌ ଭିତରୁ JEଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
CAR 4

ବରଗଡ଼: କାର ଭିତରେ ଜେଇଙ୍କ ସନ୍ଦେହଜନକ ମୃତ୍ୟୁ । କାର ଭିତରୁ ବରପାଲି ବ୍ଲକ୍ ର ଜେଇ ଚନ୍ଦ୍ରଶେଖର ଝାଡ଼ିଆଙ୍କ ମୃତଦେହ ଉଦ୍ଧାର ହୋଇଛି । ହଳଦୀପାଲି ଛକରେ ଛିଡା ହୋଇଥିବା ତାଙ୍କ କାର୍ ଭିତରୁ ମୃତଦେହ ଉଦ୍ଧାର ହୋଇଛି । ଗତକାଲି ବରଗଡ଼ରୁ ବରପାଲି ବ୍ଲକକୁ ବାହାରିଥିଲେ ଚନ୍ଦ୍ରଶେଖର ଝାଡିଆ ।  ଆଜି ସକାଳୁ ମୃତଦେହ ମିଳିଛି । ତେବେ କେମିତି ହେଲା ମୃତ୍ୟୁ କାରଣ ଅସ୍ପଷ୍ଟ ରହିଛି । ବରଗଡ଼ ଟାଉନ ପୋଲିସ ମୃତଦେହ ଓ କାର ଜବତ କରି ତଦନ୍ତ ଆରମ୍ଭ କରିଛି ।

 

ଆହୁରି ପଢ଼ନ୍ତୁ :  ରାସ୍ତାରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁର୍ଘଟଣା ନା ଯୋଜନାବଦ୍ଧ ହତ୍ୟା ତାହା ଅସ୍ପଷ୍ଟ

The post କାର୍‌ ଭିତରୁ JEଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ appeared first on KNews Odisha.