କାର୍ଯ୍ୟରେ ଯୋଗଦେଲେ ରାଇକିଆ ବିଡିଓ
ରାଇକିଆ,୭ା୩ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ନୂତନ ବିଡ଼ିଓ ଭାବେ ସବ୍ୟସାଚୀ ସାହୁ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ସମସ୍ତ କର୍ମଚାରୀ ଏବଂ ବିଭିନ୍ନ ସଙ୍ଗଠନ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା । ପୂର୍ବରୁ ସେ ନୂଆପଡ଼ାର ଡେପୁଟି କଲେକ୍ଟର ଭାବେ କାର୍ଯ୍ୟରତ ଥିଲେ। ଗତ ଡ଼ିସେମ୍ବର ୩୧ରେ ରାଇକିଆର ତତ୍କାଳୀନ ବିଡ଼ିଓ ସୀମାଞ୍ଚଳ ମଣ୍ଡଳ ଅବସର ଗ୍ରହଣ କରିଥିଲେ। ଜାନୁଆରୀରୁ ଜି.ଉଦୟଗିରି ବିଡ଼ିଓ ମନୋଜ ଦେବତା ରାଇକିଆ ବ୍ଲକର ବିଡ଼ିଓ […] The post କାର୍ଯ୍ୟରେ ଯୋଗଦେଲେ ରାଇକିଆ ବିଡିଓ appeared first on Dharitri Odia News.
ରାଇକିଆ,୭ା୩ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ନୂତନ ବିଡ଼ିଓ ଭାବେ ସବ୍ୟସାଚୀ ସାହୁ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ସମସ୍ତ କର୍ମଚାରୀ ଏବଂ ବିଭିନ୍ନ ସଙ୍ଗଠନ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା । ପୂର୍ବରୁ ସେ ନୂଆପଡ଼ାର ଡେପୁଟି କଲେକ୍ଟର ଭାବେ କାର୍ଯ୍ୟରତ ଥିଲେ। ଗତ ଡ଼ିସେମ୍ବର ୩୧ରେ ରାଇକିଆର ତତ୍କାଳୀନ ବିଡ଼ିଓ ସୀମାଞ୍ଚଳ ମଣ୍ଡଳ ଅବସର ଗ୍ରହଣ କରିଥିଲେ। ଜାନୁଆରୀରୁ ଜି.ଉଦୟଗିରି ବିଡ଼ିଓ ମନୋଜ ଦେବତା ରାଇକିଆ ବ୍ଲକର ବିଡ଼ିଓ ଭାବେ ଅତିରିକ୍ତ ଦାୟିତ୍ୱରେ ଥିଲେ ।
The post କାର୍ଯ୍ୟରେ ଯୋଗଦେଲେ ରାଇକିଆ ବିଡିଓ appeared first on Dharitri Odia News.