କାଲି ଆସିଥିଲେ ମୋଦି, ଆଜି ରାଜ୍ୟ ଭାଜପା ନେତାଙ୍କୁ ଦିଲ୍ଲୀ ଡାକରା, ମେଣ୍ଟ ନେଇ ହେବ କି ଚର୍ଚ୍ଚା!

ଭୁବନେଶ୍ୱର,୬।୩: ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ଏନେଇ ଭାଜପା ରାଜ୍ୟ ନେତୃତ୍ୱଙ୍କୁ ଦିଲ୍ଲୀ ଡାକରା ହୋଇଛି। ରାଜ୍ୟ ସଭାପତି, ସଙ୍ଗଠନ ସମ୍ପାଦକ ସହ କୋର୍‌ କମିଟିର କିଛି ନେତା ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି। ଦଳର ଶୀର୍ଷନେତା ଦିଲ୍ଲୀରୁ ଏନେଇ ଡାକରା ପଠାଇଛନ୍ତି। ଏହାପରେ ସଂଧ୍ୟା ୫ଟା ବେଳେ ଦିଲ୍ଲୀରେ ଗୁରୁତ୍ୱପୂଣ୍ଣର୍ର୍ ବୈଠକ ବସିବ। ରାଜ୍ୟ ନେତୃତ୍ୱଙ୍କ ସହ ଆଲୋଚନା କରିବେ କେନ୍ଦ୍ରୀୟ ନେତା। ଏହି ବୈଠକରେ ନିର୍ବାଚନ ରଣନୀତି ଏବଂ ଦଳ ଓଡ଼ିଶାରେ କେମିତି ଲଢିବ […] The post କାଲି ଆସିଥିଲେ ମୋଦି, ଆଜି ରାଜ୍ୟ ଭାଜପା ନେତାଙ୍କୁ ଦିଲ୍ଲୀ ଡାକରା, ମେଣ୍ଟ ନେଇ ହେବ କି ଚର୍ଚ୍ଚା! appeared first on Dharitri Odia News.

କାଲି ଆସିଥିଲେ ମୋଦି, ଆଜି ରାଜ୍ୟ ଭାଜପା ନେତାଙ୍କୁ ଦିଲ୍ଲୀ ଡାକରା, ମେଣ୍ଟ ନେଇ ହେବ କି ଚର୍ଚ୍ଚା!

ଭୁବନେଶ୍ୱର,୬।୩: ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ଏନେଇ ଭାଜପା ରାଜ୍ୟ ନେତୃତ୍ୱଙ୍କୁ ଦିଲ୍ଲୀ ଡାକରା ହୋଇଛି। ରାଜ୍ୟ ସଭାପତି, ସଙ୍ଗଠନ ସମ୍ପାଦକ ସହ କୋର୍‌ କମିଟିର କିଛି ନେତା ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି। ଦଳର ଶୀର୍ଷନେତା ଦିଲ୍ଲୀରୁ ଏନେଇ ଡାକରା ପଠାଇଛନ୍ତି। ଏହାପରେ ସଂଧ୍ୟା ୫ଟା ବେଳେ ଦିଲ୍ଲୀରେ ଗୁରୁତ୍ୱପୂଣ୍ଣର୍ର୍ ବୈଠକ ବସିବ।

ରାଜ୍ୟ ନେତୃତ୍ୱଙ୍କ ସହ ଆଲୋଚନା କରିବେ କେନ୍ଦ୍ରୀୟ ନେତା। ଏହି ବୈଠକରେ ନିର୍ବାଚନ ରଣନୀତି ଏବଂ ଦଳ ଓଡ଼ିଶାରେ କେମିତି ଲଢିବ ସେନେଇ ଆଲୋଚନା ହେବ । ଏଥିସହ ୨୪ ପାଇଁ ମିଶନ ଓଡ଼ିଶାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ।

The post କାଲି ଆସିଥିଲେ ମୋଦି, ଆଜି ରାଜ୍ୟ ଭାଜପା ନେତାଙ୍କୁ ଦିଲ୍ଲୀ ଡାକରା, ମେଣ୍ଟ ନେଇ ହେବ କି ଚର୍ଚ୍ଚା! appeared first on Dharitri Odia News.