କାଳ ସାଜିଲା କାଳବୈଶାଖୀ
କାଳ ସାଜିଲା କାଳବୈଶାଖୀ। ଅଦିନିଆ ବର୍ଷାରେ ରାଜ୍ୟ ବେହାଲ, ଉଜାଡ଼ିଲା ଅର୍ଥକରୀ ଫସଲ। ଜଳବନ୍ଦୀରେ ଉବୁଟୁବୁ କଟକ ସହର । ପାଣିପାଗ ବିଭାଗର ଚେତାବନୀ, କାଲିଠୁ ତାତିରେ ଜଳିବ ଓଡ଼ିଶା। ୨୧ରୁ ୨୪ ତାରିଖ ମଧ୍ୟରେ ୮ରୁ ୧୦ ଡିଗ୍ରୀ ଯାଏଁ ବଢ଼ିପାରେ ପାରଦ