କାଳବୈଶାଖୀ ପ୍ରଭାବ, ରାସ୍ତା ଉପରେ ଉପୁଡ଼ି ପଡିଛି ସରକାରୀ ହୋର୍ଡିଂ

ପାଟଣା: ରବିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ପବନ ବହିବା ସହ ଆଖପାଖ ଅଞ୍ଚଳରେ କୁଆ ପଥର ବର୍ଷା ହୋଇଛି। କେତେକ ସ୍ଥାନ ରେ ଗଛ ଉପୁଡ଼ି ପଡ଼ିଥିବା ବେଳେ ବହୁ ସ୍ଥାନରେ ଟାଇଲ, ଛପର ଘର କ୍ଷତିଗ୍ରସ୍ତ ହୋଇଛି। ଘଟଗାଁ ବ୍ଲକ ଟିକିରା ଆଦର୍ଶ ବିଦ୍ୟାଳୟ ନିକଟ ରେ ୨୨୦ ନଂ ଜାତୀୟ ରାଜପଥରେ ଲଗାଯାଇଥିବା ସରକାରୀ ହୋର୍ଡିଂଟି ଉପୁଡ଼ି ପଡ଼ି ରାସ୍ତାର ଅର୍ଦ୍ଧେକ ଅଂଶରେ ପଡ଼ି ରହିଛି।