କାଳିଆ ଯୋଜନାକୁ ନେଇ କୃଷି ମନ୍ତ୍ରୀଙ୍କ ବଡ଼ ସୂଚନା, କହିଲେ…

ଭୁବନେଶ୍ୱର,୨୪।୭: ବିଧାନସଭା ପ୍ରଶ୍ନକାଳରେ ଉଠିଲା କାଳିଆ ଯୋଜନା। ବୁଧବାର ବିଧାନସଭାରେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ କୃଷି ମନ୍ତ୍ରୀ କେଭି ସିଂ ଦେଓଙ୍କୁ କାଳିଆ ଯୋଜନା ସମ୍ପର୍କରେ ପ୍ରଶ୍ନ କରିଛନ୍ତି। ଏନେଇ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହାର ଉତ୍ତର ରଖିଛନ୍ତି। କୃଷିମନ୍ତ୍ରୀ କହିଛନ୍ତି, ରାଜ୍ୟରେ କାଳିଆ ଯୋଜନା ସମ୍ପର୍କରେ ଉଚ୍ଚସ୍ତରରେ ଆଲୋଚନ ଚାଲିଛି । ଏହାର ନିଷ୍ପତ୍ତି ହେଲା ପରେ ଏହାକୁ ନେଇ ସୂଚନା ଦିଆଯିବ। ବିଧାନସଭାରେ ବିଜେଡି […] The post କାଳିଆ ଯୋଜନାକୁ ନେଇ କୃଷି ମନ୍ତ୍ରୀଙ୍କ ବଡ଼ ସୂଚନା, କହିଲେ… appeared first on Dharitri Odia News.

କାଳିଆ ଯୋଜନାକୁ ନେଇ କୃଷି ମନ୍ତ୍ରୀଙ୍କ ବଡ଼ ସୂଚନା, କହିଲେ…

ଭୁବନେଶ୍ୱର,୨୪।୭: ବିଧାନସଭା ପ୍ରଶ୍ନକାଳରେ ଉଠିଲା କାଳିଆ ଯୋଜନା। ବୁଧବାର ବିଧାନସଭାରେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ କୃଷି ମନ୍ତ୍ରୀ କେଭି ସିଂ ଦେଓଙ୍କୁ କାଳିଆ ଯୋଜନା ସମ୍ପର୍କରେ ପ୍ରଶ୍ନ କରିଛନ୍ତି। ଏନେଇ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହାର ଉତ୍ତର ରଖିଛନ୍ତି। କୃଷିମନ୍ତ୍ରୀ କହିଛନ୍ତି, ରାଜ୍ୟରେ କାଳିଆ ଯୋଜନା ସମ୍ପର୍କରେ ଉଚ୍ଚସ୍ତରରେ ଆଲୋଚନ ଚାଲିଛି । ଏହାର ନିଷ୍ପତ୍ତି ହେଲା ପରେ ଏହାକୁ ନେଇ ସୂଚନା ଦିଆଯିବ।

ବିଧାନସଭାରେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ପ୍ରଶ୍ନ କରିଥିଲେ, କାଳିଆ ଯୋଜନା ଆଗାମୀ ଦିନରେ ଜାରି ରହିବ ନା ବନ୍ଦ ହେଇଯିବ? ଆଉ ଯଦି ଏହା ଜାରି ରହିବ, ତେବେ ଏହାରି ପରିମାଣ ବୃଦ୍ଧି ପାଇବା ନେଇ ସରକାର କିଛି ନିଷ୍ପତ୍ତି ନେଇଛନ୍ତି କି ବୋଲି ସେ ପ୍ରଶ୍ନ କରିଥିଲେ। ଯାହାକୁ ନେଇ କୃଷି ମନ୍ତ୍ରୀ ଏହାର ଉତତ୍ତର ରଖିଥିଲେ।

 

The post କାଳିଆ ଯୋଜନାକୁ ନେଇ କୃଷି ମନ୍ତ୍ରୀଙ୍କ ବଡ଼ ସୂଚନା, କହିଲେ… appeared first on Dharitri Odia News.