କାହା ଖାତାରେ ପଡ଼ିବ ୨ ଲକ୍ଷ ବେଙ୍ଗଲି ଭୋଟ୍
ରାଜ୍ୟ ରାଜନୀତିର ଅନ୍ୟତମ ଚର୍ଚ୍ଚିତ ଲୋକସଭା ସିଟ୍ ନବରଙ୍ଗପୁର। ଆଦିବାସୀ ବହୁଳ ଏହି ସଂସଦୀୟ କ୍ଷେତ୍ରରେ ଯେବେ ଭୋଟ୍ ହୁଏ, ପ୍ରତ୍ୟେକ ଦଳର ନଜର ଏଠିକାର ବଙ୍ଗୀୟ ମତଦାତାଙ୍କ ଉପରେ।