କାହିଁକି ଇଣ୍ଡିଆ ମେଣ୍ଟ ଛାଡିଥିଲେ ନୀତୀଶ, ବିହାର ମୁଖ୍ୟମନ୍ତ୍ରୀଙ୍କ ଖୋଲିଲା ରାଜ୍
ନୂଆଦିଲ୍ଲୀ,୨୨।୬: କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ ମୁକ୍ତିର ମହାସଚିବ ଦୀପଙ୍କର ଭଟ୍ଟାଚାର୍ଯ୍ୟ ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଇଣ୍ଡିଆ ମେଣ୍ଟ ଛାଡିବାର କାରଣ କହିଛନ୍ତି। ସେ କହିଛନ୍ତି, ରାମ ମନ୍ଦିର ପ୍ରସଙ୍ଗ ସପକ୍ଷରେ ଭାଜପାକୁ ବହୁତ ଭୋଟ ମିଳିବ ବୋଲି ଭାବି ନୀତୀଶ ଇଣ୍ଡିଆ ମେଣ୍ଟ ଛାଡିଥିଲେ। ହେଲେ ତାହା ହେଲା ନାହିଁ। ଏକ ସାକ୍ଷାତକାରରେ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, ବିଶେଷ କରି ଉତ୍ତରପ୍ରଦେଶର ଲୋକ ସଭା ନିର୍ବାଚନ ଫଳାଫଳ ଦେଖିବା ପରେ […] The post କାହିଁକି ଇଣ୍ଡିଆ ମେଣ୍ଟ ଛାଡିଥିଲେ ନୀତୀଶ, ବିହାର ମୁଖ୍ୟମନ୍ତ୍ରୀଙ୍କ ଖୋଲିଲା ରାଜ୍ appeared first on Dharitri Odia News.
ନୂଆଦିଲ୍ଲୀ,୨୨।୬: କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ ମୁକ୍ତିର ମହାସଚିବ ଦୀପଙ୍କର ଭଟ୍ଟାଚାର୍ଯ୍ୟ ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଇଣ୍ଡିଆ ମେଣ୍ଟ ଛାଡିବାର କାରଣ କହିଛନ୍ତି। ସେ କହିଛନ୍ତି, ରାମ ମନ୍ଦିର ପ୍ରସଙ୍ଗ ସପକ୍ଷରେ ଭାଜପାକୁ ବହୁତ ଭୋଟ ମିଳିବ ବୋଲି ଭାବି ନୀତୀଶ ଇଣ୍ଡିଆ ମେଣ୍ଟ ଛାଡିଥିଲେ। ହେଲେ ତାହା ହେଲା ନାହିଁ।
ଏକ ସାକ୍ଷାତକାରରେ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, ବିଶେଷ କରି ଉତ୍ତରପ୍ରଦେଶର ଲୋକ ସଭା ନିର୍ବାଚନ ଫଳାଫଳ ଦେଖିବା ପରେ ନୀତୀଶ କୁମାରଙ୍କ ଭୟ ବ୍ୟର୍ଥ ପ୍ରମାଣିତ ହୋଇଛି।
ନୀତୀଶ କୁମାରଙ୍କ ଦଳ ଜନତା ଦଳ (ୟୁନାଇଟେଡ) ବିହାରରେ ରାଷ୍ଟ୍ରିୟ ଜନତା ଦଳ-କଂଗ୍ରେସ-ବାମପନ୍ଥୀ ମହାଗଠବନ୍ଧନରେ ସାମିଲ ଥିଲା। ଏଥିସହ ଇଣ୍ଡିଆ ମେଣ୍ଟର ଏକ ଅଂଶ ଥିଲା କିନ୍ତୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ନ୍ୟାଶନାଲ ଡେମୋକ୍ରାଟିକ ଆଲାଇନ୍ସରେ ସାମିଲ ହୋଇଯାଇଥିଲେ।
The post କାହିଁକି ଇଣ୍ଡିଆ ମେଣ୍ଟ ଛାଡିଥିଲେ ନୀତୀଶ, ବିହାର ମୁଖ୍ୟମନ୍ତ୍ରୀଙ୍କ ଖୋଲିଲା ରାଜ୍ appeared first on Dharitri Odia News.