ପୁରୀ ରଥଟଣା ବେଳେ ଅଘଟଣ: ଜଣେ ପୁରୁଷ ଶ୍ରଦ୍ଧାଳୁ ମୃତ
ପୁରୀ,୭ା୭: ରବିବାର ପୁରୀରେ ରଥଟଣା ବେଳେ ଏକ ଅଘଟଣ ଘଟିଛି। ତାଳଧ୍ୱଜ ରଥଟଣା ସମୟରେ ଜଣେ ପୁରୁଷ ଭକ୍ତ ଅଣନିଃଶ୍ୱାସୀ ହୋଇ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମଳିଛି। ହେଲେ ଶ୍ରଦ୍ଧାଳୁଙ୍କ ପରିଚୟ ଜଣାପଡି ନାହିଁ। ମିଳିଥିବା ସୂଚନା ମୁତାବକ, ତାଳଧ୍ୱଜ ରଥଟଣା ବେଳେ ପ୍ରବଳ ଭିଡ଼ ଯୋଗୁ ଭକ୍ତଜଣକ ଅଣନିଃଶ୍ୱାସୀ ହୋଇପଡ଼ିଥିଲେ। ଉଦ୍ଧାରକାରୀ ଦଳ ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ପୁରୀ ଜିଲା ଚିକିତ୍ସାଳୟକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା […] The post ପୁରୀ ରଥଟଣା ବେଳେ ଅଘଟଣ: ଜଣେ ପୁରୁଷ ଶ୍ରଦ୍ଧାଳୁ ମୃତ appeared first on Dharitri Odia News.
ପୁରୀ,୭ା୭: ରବିବାର ପୁରୀରେ ରଥଟଣା ବେଳେ ଏକ ଅଘଟଣ ଘଟିଛି। ତାଳଧ୍ୱଜ ରଥଟଣା ସମୟରେ ଜଣେ ପୁରୁଷ ଭକ୍ତ ଅଣନିଃଶ୍ୱାସୀ ହୋଇ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମଳିଛି। ହେଲେ ଶ୍ରଦ୍ଧାଳୁଙ୍କ ପରିଚୟ ଜଣାପଡି ନାହିଁ।
ମିଳିଥିବା ସୂଚନା ମୁତାବକ, ତାଳଧ୍ୱଜ ରଥଟଣା ବେଳେ ପ୍ରବଳ ଭିଡ଼ ଯୋଗୁ ଭକ୍ତଜଣକ ଅଣନିଃଶ୍ୱାସୀ ହୋଇପଡ଼ିଥିଲେ। ଉଦ୍ଧାରକାରୀ ଦଳ ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ପୁରୀ ଜିଲା ଚିକିତ୍ସାଳୟକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
The post ପୁରୀ ରଥଟଣା ବେଳେ ଅଘଟଣ: ଜଣେ ପୁରୁଷ ଶ୍ରଦ୍ଧାଳୁ ମୃତ appeared first on Dharitri Odia News.