କାହିଁକି ପ୍ରକାଶ ପାଇବ ନାହିଁ ମାସିକ ଜିଏସ୍‌ଟି ଡାଟା

ନୂଆଦିଲ୍ଲୀ,୨।୭: କେନ୍ଦ୍ର ସରକାର ମାସିକ ଜିଏସ୍‌ଟି ଡାଟା ପ୍ରକାଶ  ବନ୍ଦ କରିଦେଇଛନ୍ତି। କେନ୍ଦ୍ର ସରକାରଙ୍କ ତରଫରୁ ଜିଏସ୍‌ଟି ଲାଗୁ ହେବା ପରେ ପ୍ରତିମାସ ପହିଲାରେ ଏହି ଡାଟା ସାର୍ବଜନୀନ କରାଯାଉଥିଲା। କ୍ରମାଗତ ୭୪ ମାସ ଧରି ଏହି ପକ୍ରିୟା ଜାରି ରହିଥିବା ବେଳେ ଆସନ୍ତାମାସରୁ ସରକାର ଏହି ଡାଟା ପ୍ରକାଶ କରିବେ ନାହିଁ ବୋଲି ଜଣାପଡିଛି । ହେଲେ କେଉଁଥିପାଇଁ  ସରକାର ଡାଟା ପ୍ରକାଶ କରିବା ବନ୍ଦ କରିଛନ୍ତି ସେ ନେଇ ସ୍ପଷ୍ଟ ହୋଇନାହିଁ । କେନ୍ଦ୍ର […] The post କାହିଁକି ପ୍ରକାଶ ପାଇବ ନାହିଁ ମାସିକ ଜିଏସ୍‌ଟି ଡାଟା appeared first on Dharitri Odia News.

କାହିଁକି ପ୍ରକାଶ ପାଇବ ନାହିଁ ମାସିକ ଜିଏସ୍‌ଟି ଡାଟା
ନୂଆଦିଲ୍ଲୀ,୨।୭: କେନ୍ଦ୍ର ସରକାର ମାସିକ ଜିଏସ୍‌ଟି ଡାଟା ପ୍ରକାଶ  ବନ୍ଦ କରିଦେଇଛନ୍ତି। କେନ୍ଦ୍ର ସରକାରଙ୍କ ତରଫରୁ ଜିଏସ୍‌ଟି ଲାଗୁ ହେବା ପରେ ପ୍ରତିମାସ ପହିଲାରେ ଏହି ଡାଟା ସାର୍ବଜନୀନ କରାଯାଉଥିଲା। କ୍ରମାଗତ ୭୪ ମାସ ଧରି ଏହି ପକ୍ରିୟା ଜାରି ରହିଥିବା ବେଳେ ଆସନ୍ତାମାସରୁ ସରକାର ଏହି ଡାଟା ପ୍ରକାଶ କରିବେ ନାହିଁ ବୋଲି ଜଣାପଡିଛି । ହେଲେ କେଉଁଥିପାଇଁ  ସରକାର ଡାଟା ପ୍ରକାଶ କରିବା ବନ୍ଦ କରିଛନ୍ତି ସେ ନେଇ ସ୍ପଷ୍ଟ ହୋଇନାହିଁ ।
କେନ୍ଦ୍ର ସରକାର ୨୦୧୭ ଜୁଲାଇ ମାସରେ ସାରା ଦେଶରେ ଜିଏସ୍‌ଟି ଲାଗୁ କରିଥିଲେ । ପରେ ସରକାରଙ୍କ ତରଫରୁ ପ୍ରତିମାସ ପହିଲାରେ ଜିଏସଟି ଡାଟା ସାର୍ବଜନୀନ କରୁଥିଲେ । ଜିଏସଟି ଲାଗୁ ହେବାର ୭ ବର୍ଷ ପୂର୍ତ୍ତି ଅବସରରେ ସରକାର ଏହା କହିଛନ୍ତି କି, ଆସନ୍ତା ମାସ ଠାରୁ ଜିଏସ୍‌ଟି ଡାଟା ସାର୍ବଜନୀନ ହେବ ନାହିଁ ।

The post କାହିଁକି ପ୍ରକାଶ ପାଇବ ନାହିଁ ମାସିକ ଜିଏସ୍‌ଟି ଡାଟା appeared first on Dharitri Odia News.