କିଏ ଏହି ମହିଳା? କାହିଁକି ରହୁଛନ୍ତି ରାଷ୍ଟ୍ରପତିଙ୍କ ପାଖେ ପାଖେ?
ରାଷ୍ଟ୍ରପତିଙ୍କ ସୁରକ୍ଷା ଟିମ୍ରେ ଥିବା ଲେଡି ଅଧିକାରୀଙ୍କୁ ନେଇ ଚର୍ଚ୍ଚା।
ରାଷ୍ଟ୍ରପତିଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଏହି ମହିଳା ସିଆରପିଏଫ୍ ଆସିଷ୍ଟାଣ୍ଟ କମାଣ୍ଡୋ ଏବେ ପାଲଟି ଯାଇଛନ୍ତି ପପୁଲାର ଚେହେରା। ଦେଖନ୍ତୁ, ତାଙ୍କୁ ନେଇ ପ୍ରସ୍ତୁତ ଏହି ରିପୋର୍ଟ।