କିଏ ଜିତିବ ନବରଙ୍ଗପୁର ଲୋକସଭା ଆସନ ? ଚିହ୍ନ ବନାମ ହେବ ସଂପର୍କର ଲଢେଇ...

ନବରଙ୍ଗପୁର ୧୧।୦୪ : ବାଜିଛି ବିଗୁଲ । ଘୋଷଣା ସରିଛି ପ୍ରାର୍ଥୀଙ୍କ ନାଁ । ମୈଦାନରେ ବି ପ୍ରାର୍ଥୀ କଲେଣି ପ୍ରଚାର । ଓଡିଶାରେ ମେ ୧୩ରେ ପଡିବ ପ୍ରଥମ ପର୍ଯ୍ୟାୟ ମତଦାନ । ଏଥିପାଇଁ ତିନି ଦଳ କିଛି କିଛି ସ୍ଥାନରେ ପ୍ରାର୍ଥୀ ମଧ୍ୟ ଘୋଷଣା କରିଛନ୍ତି । ହେଲେ ନବରଙ୍ଗପୁର ଲୋକସଭା ଆସନ ପାଇଁ ତିନି ଦଳ ପ୍ରାର୍ଥୀ ଘୋଷଣା କରିଛନ୍ତି । ବିଜେଡିରୁ ପ୍ରଦୀପ କୁମାର ମାଝୀ, କଂଗ୍ରେସରୁ ଭୁଜବଳ ମାଝୀ, ବିଜେପିରୁ ପ୍ରଦୀପ କୁମାର ମାଝୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ତେବେ ଆସନ୍ତୁ ଦେଖିବା ନବରଙ୍ଗପୁର ଲୋକସଭା ଆସନକୁ ନେଇ ହୋଇଥିବା ଆମର ସ୍ୱତନ୍ତ୍ର ରିପୋର୍ଟ...

କିଏ ଜିତିବ ନବରଙ୍ଗପୁର ଲୋକସଭା ଆସନ ? ଚିହ୍ନ ବନାମ ହେବ ସଂପର୍କର ଲଢେଇ...

ନବରଙ୍ଗପୁର ୧୧।୦୪ : ବାଜିଛି ବିଗୁଲ । ଘୋଷଣା ସରିଛି ପ୍ରାର୍ଥୀଙ୍କ ନାଁ । ମୈଦାନରେ ବି ପ୍ରାର୍ଥୀ କଲେଣି ପ୍ରଚାର । ଓଡିଶାରେ ମେ ୧୩ରେ ପଡିବ ପ୍ରଥମ ପର୍ଯ୍ୟାୟ ମତଦାନ । ଏଥିପାଇଁ ତିନି ଦଳ କିଛି କିଛି ସ୍ଥାନରେ ପ୍ରାର୍ଥୀ ମଧ୍ୟ ଘୋଷଣା କରିଛନ୍ତି । ହେଲେ ନବରଙ୍ଗପୁର ଲୋକସଭା ଆସନ ପାଇଁ ତିନି ଦଳ ପ୍ରାର୍ଥୀ ଘୋଷଣା କରିଛନ୍ତି । ବିଜେଡିରୁ ପ୍ରଦୀପ କୁମାର ମାଝୀ, କଂଗ୍ରେସରୁ ଭୁଜବଳ ମାଝୀ, ବିଜେପିରୁ ପ୍ରଦୀପ କୁମାର ମାଝୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । 

ତେବେ ଆସନ୍ତୁ ଦେଖିବା ନବରଙ୍ଗପୁର ଲୋକସଭା ଆସନକୁ ନେଇ ହୋଇଥିବା ଆମର ସ୍ୱତନ୍ତ୍ର ରିପୋର୍ଟ...