କିଏ ନେଇଗଲା ବିଚାରପତିଙ୍କ କୁକୁର ?

ଚୋରି ହୋଇଗଲା ସିବିଲ ଜର୍ଜଙ୍କ ପୋଷା କୁକୁର। ଖୋଜି ଖୋଜି ନାକେଦମ ପୋଲିସ ।

କିଏ ନେଇଗଲା ବିଚାରପତିଙ୍କ କୁକୁର ?

ଚୋରି ହୋଇଗଲା ସିବିଲ ଜର୍ଜଙ୍କ ପୋଷା କୁକୁର। ଖୋଜି ଖୋଜି ନାକେଦମ ପୋଲିସ। ସେପଟେ ୨୪ରୁ ଅଧିକ ଲୋକଙ୍କ ନାଁରେ ରୁଜୁ ହେଲା ମାମଲା। ଦର୍ଶକବନ୍ଧୁ ଆପଣ ଭାବୁଥିବେ ଚୋରଙ୍କଠାରୁ ରକ୍ଷା ପାଇବା ପାଇଁ ଲୋକେ ପୋଷା କୁକୁର ରଖୁଛନ୍ତି। କିନ୍ତୁ ଏଠିତ କୁକୁର ହିଁ ଚୋରି ହୋଇଯାଇଛି। ତେବେ ଏପରି ଏକ ଘଟଣା ଉତ୍ତର ପ୍ରଦେଶ ବରେଲୀରେ ଚର୍ଚ୍ଚାର ବିଷୟ ପାଲଟିଛି।