କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୧୧ରୁ ବଢିବ ବର୍ଷାର ପରିମାଣ
ଭୁବନେଶ୍ୱର : ବଦଳିଲା ପାଗ, ଖସିଲା ପାରଦ। ସ୍ବାଭାବିକ ହେଲା ତାପମାତ୍ରା । ରାତି ତାପମାତ୍ରା ୨ ରୁ ୩ ଡିଗ୍ରୀ ତଳକୁ ଖସିବ କିନ୍ତୁ ଶୀତ ଅନୁଭବ ହେବ ନାହିଁ । ଗୁରୁଚାପ ବଳୟ ପ୍ରଭାବ ରେ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି ଜଳୀୟ ବାଷ୍ପ ପୁର୍ଣ୍ଣ ବାୟୁ ତାହାର ପ୍ରଭାବରେ ଉପକୂଳ ଓଡ଼ିଶା ରେ କୋହଲା ପାଗ। ଆଜି ଠାରୁ ରାଜ୍ୟର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ବିଶେଷ କରି ଦକ୍ଷିଣ ଓଡ଼ିଶା […] The post କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୧୧ରୁ ବଢିବ ବର୍ଷାର ପରିମାଣ appeared first on KNews Odisha.

ଭୁବନେଶ୍ୱର : ବଦଳିଲା ପାଗ, ଖସିଲା ପାରଦ। ସ୍ବାଭାବିକ ହେଲା ତାପମାତ୍ରା । ରାତି ତାପମାତ୍ରା ୨ ରୁ ୩ ଡିଗ୍ରୀ ତଳକୁ ଖସିବ କିନ୍ତୁ ଶୀତ ଅନୁଭବ ହେବ ନାହିଁ । ଗୁରୁଚାପ ବଳୟ ପ୍ରଭାବ ରେ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି ଜଳୀୟ ବାଷ୍ପ ପୁର୍ଣ୍ଣ ବାୟୁ ତାହାର ପ୍ରଭାବରେ ଉପକୂଳ ଓଡ଼ିଶା ରେ କୋହଲା ପାଗ। ଆଜି ଠାରୁ ରାଜ୍ୟର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ବିଶେଷ କରି ଦକ୍ଷିଣ ଓଡ଼ିଶା ଗଞ୍ଜାମ, ଗଜପତି, କନ୍ଧମାଳର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ପାଗ ଶୁଖିଲା ରହିବ । ୧୦ ତାରିଖରୁ ମେଘୁଆ ପାଗ ଓଡ଼ିଶାରେ ଲାଗି ରହିବ । ୧୧ ତାରିଖରେ ଉତ୍ତର ଆଭ୍ୟନ୍ତରଣ ଓଡ଼ିଶାର ପାର୍ଶ୍ବବର୍ତ୍ତି ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି।
The post କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୧୧ରୁ ବଢିବ ବର୍ଷାର ପରିମାଣ appeared first on KNews Odisha.