ପୁରୀରେ କାର୍ତ୍ତିକ ପାଣ୍ଡିଆନଙ୍କ ବିଶାଳ ରୋଡ ସୋ
ପୁରୀ(କେନ୍ୟୁଜ୍): ପୁରୀରେ ବିଜେଡି ନିର୍ବାଚନ ମୁଖ୍ୟ ରଣନୀତିକାର କାର୍ତ୍ତିକ ପାଣ୍ଡିଆନଙ୍କ ବିଶାଳ ରୋଡ ସୋ । ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପରେ ରୋଡ଼ ସୋ କରିଛନ୍ତି ପାଣ୍ଡିଆନ। ବଡ଼ଦାଣ୍ଡର ମରଚିକୋଟ ଛକ ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବିଶାଳ ରୋଡ଼ ସୋ କରିଛନ୍ତି। ପାଣ୍ଡିଆନଙ୍କୁ ଦେଖିବାକୁ ବଡ଼ଦାଣ୍ଡରେ ପ୍ରବଳ ଜନଗହଳି ହୋଇଥିଲା। ଜୁନ ୯ତାରିଖରେ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି କହିଛନ୍ତି ପାଣ୍ଡିଆନ। The post ପୁରୀରେ କାର୍ତ୍ତିକ ପାଣ୍ଡିଆନଙ୍କ ବିଶାଳ ରୋଡ ସୋ appeared first on KNews Odisha.

ପୁରୀ(କେନ୍ୟୁଜ୍): ପୁରୀରେ ବିଜେଡି ନିର୍ବାଚନ ମୁଖ୍ୟ ରଣନୀତିକାର କାର୍ତ୍ତିକ ପାଣ୍ଡିଆନଙ୍କ ବିଶାଳ ରୋଡ ସୋ । ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପରେ ରୋଡ଼ ସୋ କରିଛନ୍ତି ପାଣ୍ଡିଆନ। ବଡ଼ଦାଣ୍ଡର ମରଚିକୋଟ ଛକ ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବିଶାଳ ରୋଡ଼ ସୋ କରିଛନ୍ତି। ପାଣ୍ଡିଆନଙ୍କୁ ଦେଖିବାକୁ ବଡ଼ଦାଣ୍ଡରେ ପ୍ରବଳ ଜନଗହଳି ହୋଇଥିଲା। ଜୁନ ୯ତାରିଖରେ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି କହିଛନ୍ତି ପାଣ୍ଡିଆନ।
The post ପୁରୀରେ କାର୍ତ୍ତିକ ପାଣ୍ଡିଆନଙ୍କ ବିଶାଳ ରୋଡ ସୋ appeared first on KNews Odisha.