କୂଅରେ ଖସିପଡ଼ିଲା ଗାଈ, ଦମକଳ କେନ୍ଦ୍ର କର୍ମଚାରୀଙ୍କ ପ୍ରୟାସ ପରେ…

କୋକସରା,୧୮ା୬ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ହଗାଁ ପଞ୍ଚାୟତ ନୂଆପଡ଼ା ନିକଟ ନାଗପଡା ଗ୍ରାମର ଏକ କୂଅରେ ପଡିଥିବା ଗାଈକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ନାଗୁପଡା ଗ୍ରାମର କେଶରୀ ନାଗଙ୍କ ଗାଈ ବୁଧବାର ଚରିବାକୁ ଯାଇ କୂଅ ମଧ୍ୟରେ ପଡିଯାଇଥିଲା। ଏହାକୁ ଉଦ୍ଧାର କରିବାକୁ ଗ୍ରାମବାସୀ ଉଦ୍ୟମ କରି ଅସଫଳ ହୋଇଥିଲେ। ପରେ ସେମାନେ ଏ ନେଇ କୋକସରା ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। ଦମକଳ କେନ୍ଦ୍ର ଓଆଇସି ପ୍ରଶାନ୍ତ ବାଘଙ୍କ […] The post କୂଅରେ ଖସିପଡ଼ିଲା ଗାଈ, ଦମକଳ କେନ୍ଦ୍ର କର୍ମଚାରୀଙ୍କ ପ୍ରୟାସ ପରେ… appeared first on Dharitri Odia News.

କୂଅରେ ଖସିପଡ଼ିଲା ଗାଈ, ଦମକଳ କେନ୍ଦ୍ର କର୍ମଚାରୀଙ୍କ ପ୍ରୟାସ ପରେ…

କୋକସରା,୧୮ା୬ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡ଼ହଗାଁ ପଞ୍ଚାୟତ ନୂଆପଡ଼ା ନିକଟ ନାଗପଡା ଗ୍ରାମର ଏକ କୂଅରେ ପଡିଥିବା ଗାଈକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ନାଗୁପଡା ଗ୍ରାମର କେଶରୀ ନାଗଙ୍କ ଗାଈ ବୁଧବାର ଚରିବାକୁ ଯାଇ କୂଅ ମଧ୍ୟରେ ପଡିଯାଇଥିଲା। ଏହାକୁ ଉଦ୍ଧାର କରିବାକୁ ଗ୍ରାମବାସୀ ଉଦ୍ୟମ କରି ଅସଫଳ ହୋଇଥିଲେ। ପରେ ସେମାନେ ଏ ନେଇ କୋକସରା ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। ଦମକଳ କେନ୍ଦ୍ର ଓଆଇସି ପ୍ରଶାନ୍ତ ବାଘଙ୍କ ନେତୃତ୍ୱରେ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ କୂଅରୁ ଗାଈକୁ ଉଦ୍ଧାର କରିଥିଲେ।

The post କୂଅରେ ଖସିପଡ଼ିଲା ଗାଈ, ଦମକଳ କେନ୍ଦ୍ର କର୍ମଚାରୀଙ୍କ ପ୍ରୟାସ ପରେ… appeared first on Dharitri Odia News.