କୃଷକଙ୍କ ପାଇଁ ବଡ଼ ଉପହାର: ୨ ଲକ୍ଷ ଟଙ୍କା ଋଣ ଛାଡ କରିବାକୁ ଘୋଷଣା କଲେ ସରକାର
ହାଇଦ୍ରାବାଦ,୨୨।୬: ତେଲଙ୍ଗାନାରେ କୃଷକମାନେ ଏକ ବଡ ଉପହାର ପାଇବାକୁ ଯାଉଛନ୍ତି। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡୀ କୃଷକଙ୍କ ପାଇଁ ୨ ଲକ୍ଷ ଟଙ୍କା ଋଣ ଛାଡ କରିବାକୁ ଘୋଷଣା କରିଛନ୍ତି। ସେ କହିଛନ୍ତି, କୃଷକମାନଙ୍କ ପାଇଁ ୨ ଲକ୍ଷ ଟଙ୍କା ଋଣ ଛାଡ଼ ଶୀଘ୍ର କାର୍ଯ୍ୟକାରୀ ହେବ। ରାଜ୍ୟ କ୍ୟାବିନେଟ ବୈଠକ ପରେ ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡୀ କହିଛନ୍ତି ଯେ ୨୦୧୮ ଡିସେମ୍ବର ୧୧ରୁ ୨୦୨୩ ଡିସେମ୍ବର ୯ ମଧ୍ୟରେ ୨ ଲକ୍ଷ ଟଙ୍କା […] The post କୃଷକଙ୍କ ପାଇଁ ବଡ଼ ଉପହାର: ୨ ଲକ୍ଷ ଟଙ୍କା ଋଣ ଛାଡ କରିବାକୁ ଘୋଷଣା କଲେ ସରକାର appeared first on Dharitri Odia News.
ହାଇଦ୍ରାବାଦ,୨୨।୬: ତେଲଙ୍ଗାନାରେ କୃଷକମାନେ ଏକ ବଡ ଉପହାର ପାଇବାକୁ ଯାଉଛନ୍ତି। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡୀ କୃଷକଙ୍କ ପାଇଁ ୨ ଲକ୍ଷ ଟଙ୍କା ଋଣ ଛାଡ କରିବାକୁ ଘୋଷଣା କରିଛନ୍ତି। ସେ କହିଛନ୍ତି, କୃଷକମାନଙ୍କ ପାଇଁ ୨ ଲକ୍ଷ ଟଙ୍କା ଋଣ ଛାଡ଼ ଶୀଘ୍ର କାର୍ଯ୍ୟକାରୀ ହେବ।
ରାଜ୍ୟ କ୍ୟାବିନେଟ ବୈଠକ ପରେ ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡୀ କହିଛନ୍ତି ଯେ ୨୦୧୮ ଡିସେମ୍ବର ୧୧ରୁ ୨୦୨୩ ଡିସେମ୍ବର ୯ ମଧ୍ୟରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇଥିବା ଚାଷୀଙ୍କୁ ସମ୍ପୂର୍ଣ୍ଣ ଛାଡ କରାଯିବ।
तेलंगाना के मुख्यमंत्री ए रेवंत रेड्डी ने शुक्रवार को कहा कि किसानों के लिए दो लाख रुपये की कर्ज माफी जल्द ही लागू की जाएगी। राज्य मंत्रिमंडल की बैठक के बाद सीएम रेड्डी ने कहा कि 11 दिसंबर 2018 से 9 दिसंबर 2023 के बीच जिन किसानों ने दो लाख रुपये तक का कर्ज लिया है, उन्हें एकमुश्त… pic.twitter.com/JorGm5hD7S
— IANS Hindi (@IANSKhabar) June 22, 2024
The post କୃଷକଙ୍କ ପାଇଁ ବଡ଼ ଉପହାର: ୨ ଲକ୍ଷ ଟଙ୍କା ଋଣ ଛାଡ କରିବାକୁ ଘୋଷଣା କଲେ ସରକାର appeared first on Dharitri Odia News.