କୃଷି ଭିତ୍ତିକ ଯୋଜନାର ପ୍ରଚାରପ୍ରସାର ଜରୁରୀ
ଗଞ୍ଜାମ,୩।୬(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଲଙ୍ଗ ପଞ୍ଚାୟତ ପାଲଙ୍ଗ ଗ୍ରାମରେ ବ୍ଲକ କୃଷି କାର୍ଯ୍ୟାଳୟ ପକ୍ଷରୁ ବିକଶିତ କୃଷି ସଂକଳ୍ପ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ କୃଷି ଅଧିକାରୀ ରଶ୍ମିତା ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଏଡିଓ କୁଳମଣି ବାରିକ, କୃଷି ବେଶେଷଜ୍ଞ ଏସ କେ ମିଶ୍ର, ଡ଼ ଶୈଳେଶ ସୌରଭ,ଡ଼ ସନ୍ଦୀପ ମହାନ୍ତି,ଡ଼ ଦେବାଶିଷ ଷଢଙ୍ଗୀ, ବିଏଓ ରଶ୍ମିତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ […] The post କୃଷି ଭିତ୍ତିକ ଯୋଜନାର ପ୍ରଚାରପ୍ରସାର ଜରୁରୀ appeared first on Dharitri Odia News.
ଗଞ୍ଜାମ,୩।୬(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଲଙ୍ଗ ପଞ୍ଚାୟତ ପାଲଙ୍ଗ ଗ୍ରାମରେ ବ୍ଲକ କୃଷି କାର୍ଯ୍ୟାଳୟ ପକ୍ଷରୁ ବିକଶିତ କୃଷି ସଂକଳ୍ପ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ କୃଷି ଅଧିକାରୀ ରଶ୍ମିତା ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଏଡିଓ କୁଳମଣି ବାରିକ, କୃଷି ବେଶେଷଜ୍ଞ ଏସ କେ ମିଶ୍ର, ଡ଼ ଶୈଳେଶ ସୌରଭ,ଡ଼ ସନ୍ଦୀପ ମହାନ୍ତି,ଡ଼ ଦେବାଶିଷ ଷଢଙ୍ଗୀ, ବିଏଓ ରଶ୍ମିତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କୃଷି ଭିତ୍ତିକ ଯୋଜନାର ପ୍ରଚାର ପ୍ରସାର ସହ ପ୍ରାୟ ପଞ୍ଚାୟତର ଦୁଇଶହରୁ ଉର୍ଦ୍ଧ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ l ବ୍ଲକ ସହକାରୀ କୃଷି ଅଧିକାରୀ ପ୍ରତିଭା ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ l
The post କୃଷି ଭିତ୍ତିକ ଯୋଜନାର ପ୍ରଚାରପ୍ରସାର ଜରୁରୀ appeared first on Dharitri Odia News.