ମହାପ୍ରଭୁଙ୍କ ନୀତିରେ ବିଳମ୍ବ
ପୁରୀ,୧୪ା୬: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ ଶୁକ୍ରବାର ବିଳମ୍ବ ହୋଇଛି। ରାତ୍ର ପହୁଡ଼ ବିଳମ୍ବ ହେବାରୁ ଦ୍ବାର ଫିଟା ନୀତି ବିଳମ୍ବ ହୋଇଥିବା ଜଣାପଡ଼ିଛି। ତେବେ ଦ୍ବାର ଫିଟା ନୀତି ବିଳମ୍ବ ହେବାରୁ ମଙ୍ଗଳ ଆଳତି ମଧ୍ୟ ବିଳମ୍ବ ହୋଇଛି। ନୀତି ବିଳମ୍ବରେ ଚାଲିଥିବାରୁ ସାଧାରଣ ଦର୍ଶନ ବାଧାପ୍ରାପ୍ତ ହୋଇଛି। ଏନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। The post ମହାପ୍ରଭୁଙ୍କ ନୀତିରେ ବିଳମ୍ବ appeared first on Dharitri Odia News.
ପୁରୀ,୧୪ା୬: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ ଶୁକ୍ରବାର ବିଳମ୍ବ ହୋଇଛି। ରାତ୍ର ପହୁଡ଼ ବିଳମ୍ବ ହେବାରୁ ଦ୍ବାର ଫିଟା ନୀତି ବିଳମ୍ବ ହୋଇଥିବା ଜଣାପଡ଼ିଛି। ତେବେ ଦ୍ବାର ଫିଟା ନୀତି ବିଳମ୍ବ ହେବାରୁ ମଙ୍ଗଳ ଆଳତି ମଧ୍ୟ ବିଳମ୍ବ ହୋଇଛି। ନୀତି ବିଳମ୍ବରେ ଚାଲିଥିବାରୁ ସାଧାରଣ ଦର୍ଶନ ବାଧାପ୍ରାପ୍ତ ହୋଇଛି। ଏନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
The post ମହାପ୍ରଭୁଙ୍କ ନୀତିରେ ବିଳମ୍ବ appeared first on Dharitri Odia News.