କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ଭୁବନେଶ୍ବର ୧୧/୯: କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର । ଭୁବନେଶ୍ବର ବାଲିଅନ୍ତା ଥାନା ପଟୁପଡାରେ ହତ୍ୟାକାଣ୍ଡ । ପାରିପାର୍ଶ୍ବିକ ସ୍ଥିତିରୁ କେହି ଯୁବକଙ୍କୁ ମାରି ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି । ମୃତକଙ୍କ ପରିଚୟ ମିଳିନି । ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି ।