କେନ୍ଦୁଝର ଜିଲା ଭାଜପା ମହିଳା ମୋର୍ଚ୍ଚାର ନୂଆ ଟିମ୍‌

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଭାଜପା ମହିଳା ମୋର୍ଚ୍ଚାର ନୂଆ ଜିଲା ଟିମ୍‌ ଗଠନ ହୋଇଥିବା ନେଇ ଜିଲା ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ସିଂ ଘୋଷଣା କରିଛନ୍ତି। ରାଜ୍ୟ ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳ ଏବଂ କେନ୍ଦୁଝର ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ଅନୁମୋଦନ କ୍ରମେ ଘୋଷଣା ହୋଇଥିବା ନୂତନ ଜିଲା ଟିମ୍‌ରେ ଉପସଭାପତି ଭାବେ ଦୀପ୍ତି ସାହୁ, ଝରଣା ମହାନ୍ତ, ଗୀତାଞ୍ଜଳି ମହାନ୍ତ, ସମ୍ବାରୀ ମୁଣ୍ଡା […] The post କେନ୍ଦୁଝର ଜିଲା ଭାଜପା ମହିଳା ମୋର୍ଚ୍ଚାର ନୂଆ ଟିମ୍‌ appeared first on Dharitri Odia News.

କେନ୍ଦୁଝର ଜିଲା ଭାଜପା ମହିଳା ମୋର୍ଚ୍ଚାର ନୂଆ ଟିମ୍‌

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଭାଜପା ମହିଳା ମୋର୍ଚ୍ଚାର ନୂଆ ଜିଲା ଟିମ୍‌ ଗଠନ ହୋଇଥିବା ନେଇ ଜିଲା ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ସିଂ ଘୋଷଣା କରିଛନ୍ତି। ରାଜ୍ୟ ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳ ଏବଂ କେନ୍ଦୁଝର ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ଅନୁମୋଦନ କ୍ରମେ ଘୋଷଣା ହୋଇଥିବା ନୂତନ ଜିଲା ଟିମ୍‌ରେ ଉପସଭାପତି ଭାବେ ଦୀପ୍ତି ସାହୁ, ଝରଣା ମହାନ୍ତ, ଗୀତାଞ୍ଜଳି ମହାନ୍ତ, ସମ୍ବାରୀ ମୁଣ୍ଡା (ଚମ୍ପୁଆ)ସ୍ଥାନ ପାଇଥିବା ବେଳେ ସାଧାରଣ ସମ୍ପାଦିକା ଭାବେ ସମ୍ବାରୀ ମୁଣ୍ଡା(ପାଟଣା), ଚପଳା ମହାକୁଡ଼ଙ୍କୁ ଦାୟିତ୍ୱ ମିଳିଛି। ଜିଲା ସମ୍ପାଦିକା ଭାବେ ଦୀପ୍ତିମୟୀ ଖୁଣ୍ଟିଆ, ପ୍ରଣତି ପରିଡ଼ା, ପାୟଲ ଦେବଗନ, ତୃପ୍ତିମୟୀ ଜେନା, ମଞ୍ଜରୀ ମୁର୍ମୁ ଓ କୋଷାଧ୍ୟକ୍ଷ ଭାବେ ଦୀପାଞ୍ଜଳି ଭୂୟାଁଙ୍କୁ ଦାୟିତ୍ୱ ମିଳିଛି। ଜିଲା ଭାଜପା ମହିଳା ମୋର୍ଚ୍ଚାର ସମସ୍ତ ଜିଲା କାର୍ଯ୍ୟକାରିଣୀ ସଦସ୍ୟାଙ୍କ ସମେତ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟା ଏବଂ ସମସ୍ତ ପ୍ରକୋଷ୍ଠ ସଂଯୋଜିକାଙ୍କ ନାମ ଘୋଷଣା କରାଯାଇଥିବା ଭାଜପା ମିଡିଆ ସେଲ୍‌ ତରଫରୁ ସୂଚନା ଦିଆଯାଇଛି।

The post କେନ୍ଦୁଝର ଜିଲା ଭାଜପା ମହିଳା ମୋର୍ଚ୍ଚାର ନୂଆ ଟିମ୍‌ appeared first on Dharitri Odia News.