କେନ୍ଦ୍ର ସରକାରଙ୍କ ବଡ ଘୋଷଣା: ପୁଣି ମିଳିବ ମାଗଣା ଗ୍ୟାସ ସିଲିଣ୍ଡର
ନୂଆଦିଲ୍ଲୀ,୭।୩: ପାଖେଇ ଆସିଲାଣି ନିର୍ବାଚନ। ଏନେଇ ଗୋଟିକ ପରେ ଗୋଟିଏ ଜନତାଙ୍କୁ ଉପହାର ଦେଉଛନ୍ତି ସରକାର। ତେବେ DA ବଢିବା ଘୋଷଣା ଭିତରେ ଲୋକଙ୍କୁ ଆଉ ଏକ ଖୁସି ଖବର ଦେଇଛନ୍ତି। ମୋଦି ସରକାର ପ୍ରଧାନମନ୍ତ୍ରୀ ଉଜ୍ବଳା ଯୋଜନା (PM ଉଜ୍ବଳା ଯୋଜନା ୨୦୨୪) ୨.୦ ସଂସ୍କରଣ ଆରମ୍ଭ କରିଛନ୍ତି। ଗ୍ୟାସ ସିଲିଣ୍ଡରର ମୂଲ୍ୟ ଦିନକୁ ଦିନ ମଢିବା କାରଣରୁ ଲୋକମାନେ ଏହାକୁ କିଣିପାରୁ ନାହାନ୍ତି। କିଣିଲେ ବି ମାସକୁ ମାସ ଅଧିକ ଟଙ୍କା ଦେବାକୁ ପଡୁଛି। […] The post କେନ୍ଦ୍ର ସରକାରଙ୍କ ବଡ ଘୋଷଣା: ପୁଣି ମିଳିବ ମାଗଣା ଗ୍ୟାସ ସିଲିଣ୍ଡର appeared first on Dharitri Odia News.
ନୂଆଦିଲ୍ଲୀ,୭।୩: ପାଖେଇ ଆସିଲାଣି ନିର୍ବାଚନ। ଏନେଇ ଗୋଟିକ ପରେ ଗୋଟିଏ ଜନତାଙ୍କୁ ଉପହାର ଦେଉଛନ୍ତି ସରକାର। ତେବେ DA ବଢିବା ଘୋଷଣା ଭିତରେ ଲୋକଙ୍କୁ ଆଉ ଏକ ଖୁସି ଖବର ଦେଇଛନ୍ତି। ମୋଦି ସରକାର ପ୍ରଧାନମନ୍ତ୍ରୀ ଉଜ୍ବଳା ଯୋଜନା (PM ଉଜ୍ବଳା ଯୋଜନା ୨୦୨୪) ୨.୦ ସଂସ୍କରଣ ଆରମ୍ଭ କରିଛନ୍ତି। ଗ୍ୟାସ ସିଲିଣ୍ଡରର ମୂଲ୍ୟ ଦିନକୁ ଦିନ ମଢିବା କାରଣରୁ ଲୋକମାନେ ଏହାକୁ କିଣିପାରୁ ନାହାନ୍ତି। କିଣିଲେ ବି ମାସକୁ ମାସ ଅଧିକ ଟଙ୍କା ଦେବାକୁ ପଡୁଛି। ତେବେ ସମସ୍ତଙ୍କ ପାଇଁ ମୋଦି ସରକାର ବଡ ଘୋଷଣା କରିଛନ୍ତି।
ଏହି ଯୋଜନା ଅଧିନରେ ମହିଳାଙ୍କୁ ମାଗଣା ସିଲିଣ୍ଡର ମିଳିବ। ଏହି ଯୋଜନା ପାଇଁ ଆବେଦନ କରିବା ଏବଂ ଗ୍ୟାସ ସଂଯୋଗ ମାଗଣା ପାଇବା ପାଇଁ କେଣସି ଦେୟ ଦେବାକୁ ପଡିବ ନାହିଁ । ଏଥିପାଇଁ ଆପଣ ନିକଟସ୍ଥ ଗ୍ୟାସ ସିଲିଣ୍ଡର ଯୋଗାଣ ଅଫିସ ସହିତ ଯୋଗାଯୋଗ କରିପାରିବେ ।
The post କେନ୍ଦ୍ର ସରକାରଙ୍କ ବଡ ଘୋଷଣା: ପୁଣି ମିଳିବ ମାଗଣା ଗ୍ୟାସ ସିଲିଣ୍ଡର appeared first on Dharitri Odia News.