କେନ୍ଦ୍ରର ହସ୍ତକ୍ଷେପ ପରେ ଭାରତୀୟ ମୋବାଇଲ୍ ଆପ୍ସକୁ ରିଷ୍ଟୋର୍ କରିବ ଗୁଗଲ !
ନୂଆଦିଲ୍ଲୀ: ଭାରତୀୟ ମୋବାଇଲ୍ ଆପ୍ସକୁ ପୁନଃସ୍ଥାପନ ପ୍ରକ୍ରିୟା ଆରମ୍ଭ କରିଛି ଗୁଗଲ। ସର୍ଭିସ୍ ପେ ବିବାଦ କାରଣରୁ ପ୍ଲେ ଷ୍ଟୋରରୁ ଅପସାରିତ କରିଥିଲା ଗୁଗଲ୍। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଆଲୋଚନା ପରେ କମ୍ପାନୀ ଅଧିକାରୀମାନେ ଏହି ନିଷ୍ପତ୍ତି ନେଇଛନ୍ତି। ଗୁଗଲ ଶୁକ୍ରବାର ୧୦ଟି ଭାରତୀୟ କମ୍ପାନୀର ଆପ୍ସକୁ ହଟାଇ ଦେବାପରେ ବାଣିଜ୍ୟ ବଜାରରେ ବିବାଦ ସୃଷ୍ଟି କରିଛି। ଗୁଗୁଲ୍ ଭାରତୀୟ ବଜାରରେ ପ୍ରାଧାନ୍ୟ ଦେଇଥାଏ, କାରଣ ୯୪ ପ୍ରତିଶତ ଫୋନ୍ ଏହାର ଆଣ୍ଡ୍ରଏଡ୍ ପ୍ଲାଟଫର୍ମ ଉପରେ ଆଧାରିତ। ଏହି ତାଲିକାରେ ଭରତ ମାଟ୍ରିମୋନି ଏବଂ ନାଉକ୍ରି ପରି ପ୍ରସିଦ୍ଧ ନାମ ଅନ୍ତର୍ଭୁକ୍ତ ରହିଛି। The post କେନ୍ଦ୍ରର ହସ୍ତକ୍ଷେପ ପରେ ଭାରତୀୟ ମୋବାଇଲ୍ ଆପ୍ସକୁ ରିଷ୍ଟୋର୍ କରିବ ଗୁଗଲ ! appeared first on Prameya News7.
ନୂଆଦିଲ୍ଲୀ: ଭାରତୀୟ ମୋବାଇଲ୍ ଆପ୍ସକୁ ପୁନଃସ୍ଥାପନ ପ୍ରକ୍ରିୟା ଆରମ୍ଭ କରିଛି ଗୁଗଲ। ସର୍ଭିସ୍ ପେ ବିବାଦ କାରଣରୁ ପ୍ଲେ ଷ୍ଟୋରରୁ ଅପସାରିତ କରିଥିଲା ଗୁଗଲ୍। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଆଲୋଚନା ପରେ କମ୍ପାନୀ ଅଧିକାରୀମାନେ ଏହି ନିଷ୍ପତ୍ତି ନେଇଛନ୍ତି।
ଗୁଗଲ ଶୁକ୍ରବାର ୧୦ଟି ଭାରତୀୟ କମ୍ପାନୀର ଆପ୍ସକୁ ହଟାଇ ଦେବାପରେ ବାଣିଜ୍ୟ ବଜାରରେ ବିବାଦ ସୃଷ୍ଟି କରିଛି। ଗୁଗୁଲ୍ ଭାରତୀୟ ବଜାରରେ ପ୍ରାଧାନ୍ୟ ଦେଇଥାଏ, କାରଣ ୯୪ ପ୍ରତିଶତ ଫୋନ୍ ଏହାର ଆଣ୍ଡ୍ରଏଡ୍ ପ୍ଲାଟଫର୍ମ ଉପରେ ଆଧାରିତ। ଏହି ତାଲିକାରେ ଭରତ ମାଟ୍ରିମୋନି ଏବଂ ନାଉକ୍ରି ପରି ପ୍ରସିଦ୍ଧ ନାମ ଅନ୍ତର୍ଭୁକ୍ତ ରହିଛି।
The post କେନ୍ଦ୍ରର ହସ୍ତକ୍ଷେପ ପରେ ଭାରତୀୟ ମୋବାଇଲ୍ ଆପ୍ସକୁ ରିଷ୍ଟୋର୍ କରିବ ଗୁଗଲ ! appeared first on Prameya News7.