କେନ୍ଦ୍ରୀୟ ଯୋଜନା ବିଷୟରେ ଅଜ୍ଞ ସରକାରୀ ଅଧିକାରୀ: ରାଜ୍ୟପାଳ
ଭୁବନେଶ୍ୱର : କେନ୍ଦ୍ରୀୟ ଜନ ହିତକର ଯୋଜନା ବିଷୟରେ ଅଜ୍ଞ ସରକାରୀ ଅଧିକାରୀ । ସାମାଜିକ ସୁରକ୍ଷା ସଚେତନତା ଅଭାବ ନେଇ ରାଜ୍ୟପାଳଙ୍କ ଉଦବେଗ। କେବଳ ୫ ପ୍ରତିଶତ ଲୋକେ ବିଭିନ୍ନ ସାମାଜିକ ସ୍କିମ୍ ନେଇ ଅବଗତ ଅଛନ୍ତି। ରାଜ୍ୟର ୯୫ ପ୍ରତିଶତ ଲୋକେ ବିଭିନ୍ନ ସରକାରୀ ସ୍କିମ୍ ସୁବିଧା ବାବଦରେ ଜାଣି ନାହାନ୍ତି। ଏପରିକି ସରକାରୀ ଅଧିକାରୀ ବି କେନ୍ଦ୍ରୀୟ ଜନହିତକର ଯୋଜନା ବିଷୟରେ ଅଜ୍ଞ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ ପତି କହିଛନ୍ତି […] The post କେନ୍ଦ୍ରୀୟ ଯୋଜନା ବିଷୟରେ ଅଜ୍ଞ ସରକାରୀ ଅଧିକାରୀ: ରାଜ୍ୟପାଳ appeared first on KNews Odisha.

ଭୁବନେଶ୍ୱର : କେନ୍ଦ୍ରୀୟ ଜନ ହିତକର ଯୋଜନା ବିଷୟରେ ଅଜ୍ଞ ସରକାରୀ ଅଧିକାରୀ । ସାମାଜିକ ସୁରକ୍ଷା ସଚେତନତା ଅଭାବ ନେଇ ରାଜ୍ୟପାଳଙ୍କ ଉଦବେଗ। କେବଳ ୫ ପ୍ରତିଶତ ଲୋକେ ବିଭିନ୍ନ ସାମାଜିକ ସ୍କିମ୍ ନେଇ ଅବଗତ ଅଛନ୍ତି। ରାଜ୍ୟର ୯୫ ପ୍ରତିଶତ ଲୋକେ ବିଭିନ୍ନ ସରକାରୀ ସ୍କିମ୍ ସୁବିଧା ବାବଦରେ ଜାଣି ନାହାନ୍ତି।
ଏପରିକି ସରକାରୀ ଅଧିକାରୀ ବି କେନ୍ଦ୍ରୀୟ ଜନହିତକର ଯୋଜନା ବିଷୟରେ ଅଜ୍ଞ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ ପତି କହିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଓ ଅଟଳ ପେନସନ ଯୋଜନାର ଉଦାହରଣ ଦେଇଥିଲେ ।
Also read: ଭିଜିଲାନ୍ସ ଜାଲରେ ସିଡିପିଓ ଏବଂ କିରାଣୀ, ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ
The post କେନ୍ଦ୍ରୀୟ ଯୋଜନା ବିଷୟରେ ଅଜ୍ଞ ସରକାରୀ ଅଧିକାରୀ: ରାଜ୍ୟପାଳ appeared first on KNews Odisha.