କେବଳ ଏହି ଜଣେ ହାଣିଥିଲେ ସହଦେବଙ୍କୁ, ବାକି ସମସ୍ତେ ଧରିଥିଲେ  

ଭୁବନେଶ୍ୱର,୧୨।୧: ସହଦେବ ହତ୍ୟା ଘଟଣାରେ ଦିନକୁଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଛାତି ଥରେଇ ଦେଲା ପରି ସତ ଏବେ ଶୁଣାଯାଉଛି। ଗିରଫ ଅଭିଯୁକ୍ତମାନେ ବଖାଣିଛନ୍ତି ସେଦିନ ସକାଳର ଲୋମ ଟାଙ୍କୁରା ଘଟଣା। ସହଦେବଙ୍କୁ ମାରିବାକୁ ସେମାନେ ୧୬ କିଲୋମିଟର ବାଇକରେ ଗୋଡ଼ାଇଥିଲେ। ପରେ ତାଙ୍କୁ କାବୁକରି ହାଣିହାଣି ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଥିଲେ। ସହଦେବଙ୍କୁ କାବୁ କରିବା ପରେ ୩ଜଣ ଅଭିଯୁକ୍ତ ମାଡ଼ିବସିଥିଲେ। ଜଣେ  ଅଭିଯୁକ୍ତ ସହଦେବଙ୍କ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ହାଣି ଚାଲିଥିଲେ। ଶେଷରେ […] The post କେବଳ ଏହି ଜଣେ ହାଣିଥିଲେ ସହଦେବଙ୍କୁ, ବାକି ସମସ୍ତେ ଧରିଥିଲେ   appeared first on Dharitri Odia News.

କେବଳ ଏହି ଜଣେ ହାଣିଥିଲେ ସହଦେବଙ୍କୁ, ବାକି ସମସ୍ତେ ଧରିଥିଲେ  
ଭୁବନେଶ୍ୱର,୧୨।୧: ସହଦେବ ହତ୍ୟା ଘଟଣାରେ ଦିନକୁଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଛାତି ଥରେଇ ଦେଲା ପରି ସତ ଏବେ ଶୁଣାଯାଉଛି। ଗିରଫ ଅଭିଯୁକ୍ତମାନେ ବଖାଣିଛନ୍ତି ସେଦିନ ସକାଳର ଲୋମ ଟାଙ୍କୁରା ଘଟଣା। ସହଦେବଙ୍କୁ ମାରିବାକୁ ସେମାନେ ୧୬ କିଲୋମିଟର ବାଇକରେ ଗୋଡ଼ାଇଥିଲେ। ପରେ ତାଙ୍କୁ କାବୁକରି ହାଣିହାଣି ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଥିଲେ।
ସହଦେବଙ୍କୁ କାବୁ କରିବା ପରେ ୩ଜଣ ଅଭିଯୁକ୍ତ ମାଡ଼ିବସିଥିଲେ। ଜଣେ  ଅଭିଯୁକ୍ତ ସହଦେବଙ୍କ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ହାଣି ଚାଲିଥିଲେ। ଶେଷରେ ଗଣ୍ଡିରୁ ମୁଣ୍ଡକୁ ଅଲଗା କରିବାକୁ  ଚେଷ୍ଟା କରିଥିଲେ। ମାତ୍ର ଆଉ ଟିକେ ବାକି ରହିଯାଇଥିଲା।
ସେ ହେଇଛନ୍ତି, ଲିପିକା।  କ୍ରାଇମସ୍ପଟ ରସୁଲଗଡ଼-ବାଣୀବିହାର ଓଭରବ୍ରିଜ୍‌ ଉପରେ ଏ ସବୁ ଘଟଣା ଘଟିଥିଲା। ପ୍ରଥମେ ୨ଜଣ ଅଭିଯୁକ୍ତ ସେଠାରୁ ଫେରାର ମାରିଥିବା ବେଳେ ପରେ ସ୍ବାମୀ-ସ୍ତ୍ରୀ ଲକ୍ଷ୍ମୀଧର ଓ ଲିପିକା ବ୍ୟାଗରେ ଧାରୁଆ ଅସ୍ତ୍ରକୁ ପୂରାଇ ହତ୍ୟାକାଣ୍ଡସ୍ଥଳରୁ ଫେରାର ମାରିଥିଲା । ଯାହାର ଭିଡିଓ ଏବେ ସୋସିଆଲ ମଡିଆରେ ଘୂରି ବୁଲୁଛି ।

The post କେବଳ ଏହି ଜଣେ ହାଣିଥିଲେ ସହଦେବଙ୍କୁ, ବାକି ସମସ୍ତେ ଧରିଥିଲେ   appeared first on Dharitri Odia News.