ଏଫଆଇଏଚ୍ ହକି ପ୍ରୋଲିଗ୍: ଟିମ୍ ଇଣ୍ଡିଆ ନିରାଶ, ସଡନ୍ ଡେଥ୍ରେ ଜିତିଲା ଇଂଲଣ୍ଡ
ଭୁବନେଶ୍ୱର: ଏଫଆଇଏଚ ହକି ପ୍ରୋଲିଗ ମ୍ୟାଚରେ ଭାରତକୁ ହରାଇଲା ଇଂଲଣ୍ଡ। ଶେଷ ପର୍ଯ୍ୟନ୍ତ ମ୍ୟାଚ ହୋଇଥିଲା ରୋମାଞ୍ଚକର। ସଡନ୍ ଡେଥରେ ଭାରତକୁ ପରାସ୍ତ କରିଛି ଇଂଲଣ୍ଡ। ମ୍ୟାଚର ସମସ୍ତ କ୍ଵାଟରରେ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଥିବାବେଳେ ଶେଷ ସୁଦ୍ଧା ସ୍କୋର 2-2 ଗୋଲରେ ବରାବର ରହିଥିଲା।ପରବର୍ତ୍ତୀ ପର୍ଯ୍ୟାୟରେ ସୁଟ ଆଉଟରେ ମଧ୍ୟ ସ୍କୋର ସମାନ ରହିବା ପରେ ସଡନ ଡେଥରେ ବିଜୟ ହାସଲ କରିଛି ଇଂଲଣ୍ଡ ମହିଳା ଦଳ। ଭାରତୀୟ ଦଳ ସୁଟଆଉଟ ଅନେକ ସୁଯୋଗ ହାତଛଡ଼ା କରିଥିବା ବେଳେ ଆଗକୁ କମବ୍ୟାକ କରିବାକୁ ଆଶାବାଦୀ ରହିଛନ୍ତି।
ଭୁବନେଶ୍ୱର: ଏଫଆଇଏଚ ହକି ପ୍ରୋଲିଗ ମ୍ୟାଚରେ ଭାରତକୁ ହରାଇଲା ଇଂଲଣ୍ଡ। ଶେଷ ପର୍ଯ୍ୟନ୍ତ ମ୍ୟାଚ ହୋଇଥିଲା ରୋମାଞ୍ଚକର। ସଡନ୍ ଡେଥରେ ଭାରତକୁ ପରାସ୍ତ କରିଛି ଇଂଲଣ୍ଡ। ମ୍ୟାଚର ସମସ୍ତ କ୍ଵାଟରରେ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଥିବାବେଳେ ଶେଷ ସୁଦ୍ଧା ସ୍କୋର 2-2 ଗୋଲରେ ବରାବର ରହିଥିଲା।
ପରବର୍ତ୍ତୀ ପର୍ଯ୍ୟାୟରେ ସୁଟ ଆଉଟରେ ମଧ୍ୟ ସ୍କୋର ସମାନ ରହିବା ପରେ ସଡନ ଡେଥରେ ବିଜୟ ହାସଲ କରିଛି ଇଂଲଣ୍ଡ ମହିଳା ଦଳ। ଭାରତୀୟ ଦଳ ସୁଟଆଉଟ ଅନେକ ସୁଯୋଗ ହାତଛଡ଼ା କରିଥିବା ବେଳେ ଆଗକୁ କମବ୍ୟାକ କରିବାକୁ ଆଶାବାଦୀ ରହିଛନ୍ତି।