କେମିତି ସ୍ବାମୀଙ୍କୁ ମାରିଲେ କାହାଣୀ ବଖାଣିଲେ ସ୍ତ୍ରୀ, କହିଲେ ପ୍ରଥମେ ନିଦ ବଟିକା ଦେଇ …..

ଗଜପତି(ଗିରିଧାରୀ ପରିଛା):୮।୧୨: ଗଜପତି ଜିଲା ପାରଳାଖେମୁଣ୍ଡି ଜଙ୍ଗମ ସାହିରେ ପାରିବାରିକ ହିଂସାରୁ ସ୍ବାମୀ ବିଜୟ କୁମାରଙ୍କୁ ସ୍ତ୍ରୀ ହତ୍ୟା ଘଟଣାରେ ଆଜି ପାରଳାଖେମୁଣ୍ଡି ପୋଲିସ ସିନ୍‌ ରିକ୍ରିଏଶନ କରିଛି । ଆଜି ମୃତ ବିଜୟ କୁମାରଙ୍କ ସ୍ତ୍ରୀଙ୍କୁ ଘଟଣାସ୍ଥଳକୁ ଆଣି କିଭଳି ଓ କେଉଁ କାରଣରୁ ନିଜ ସ୍ବାମୀଙ୍କୁ ମାରିଥିଲେ ସ୍ତ୍ରୀ ସାରଦା ସେ ସମସ୍ତ ଦିଗକୁ ନେଇ ତଦନ୍ତ କରୁଛି ପୋଲିସ। ଏହି ହତ୍ୟାରେ ସ୍ତ୍ରୀ ଗୋଟିଏ ପଥର, ଗୋଟେ କାଠଫଳିଆ, ଟାଓ୍ବେଲ, ଇଞ୍ଜେକ୍ସନ ସିରିଞ୍ଜ,କିଛି […] The post କେମିତି ସ୍ବାମୀଙ୍କୁ ମାରିଲେ କାହାଣୀ ବଖାଣିଲେ ସ୍ତ୍ରୀ, କହିଲେ ପ୍ରଥମେ ନିଦ ବଟିକା ଦେଇ ….. appeared first on Dharitri Odia News.

କେମିତି ସ୍ବାମୀଙ୍କୁ ମାରିଲେ କାହାଣୀ ବଖାଣିଲେ ସ୍ତ୍ରୀ, କହିଲେ ପ୍ରଥମେ ନିଦ ବଟିକା ଦେଇ …..

ଗଜପତି(ଗିରିଧାରୀ ପରିଛା):୮।୧୨: ଗଜପତି ଜିଲା ପାରଳାଖେମୁଣ୍ଡି ଜଙ୍ଗମ ସାହିରେ ପାରିବାରିକ ହିଂସାରୁ ସ୍ବାମୀ ବିଜୟ କୁମାରଙ୍କୁ ସ୍ତ୍ରୀ ହତ୍ୟା ଘଟଣାରେ ଆଜି ପାରଳାଖେମୁଣ୍ଡି ପୋଲିସ ସିନ୍‌ ରିକ୍ରିଏଶନ କରିଛି । ଆଜି ମୃତ ବିଜୟ କୁମାରଙ୍କ ସ୍ତ୍ରୀଙ୍କୁ ଘଟଣାସ୍ଥଳକୁ ଆଣି କିଭଳି ଓ କେଉଁ କାରଣରୁ ନିଜ ସ୍ବାମୀଙ୍କୁ ମାରିଥିଲେ ସ୍ତ୍ରୀ ସାରଦା ସେ ସମସ୍ତ ଦିଗକୁ ନେଇ ତଦନ୍ତ କରୁଛି ପୋଲିସ। ଏହି ହତ୍ୟାରେ ସ୍ତ୍ରୀ ଗୋଟିଏ ପଥର, ଗୋଟେ କାଠଫଳିଆ, ଟାଓ୍ବେଲ, ଇଞ୍ଜେକ୍ସନ ସିରିଞ୍ଜ,କିଛି ଔଷଧ,ବ୍ୟବହାର କରିଥିଲା । ପ୍ରଥମେ ନିଦ ଟାବ୍‌ଲେଟ ଦେଇ ସୋଇଥିବା ସମୟରେ ନିଦ ଇଞ୍ଜେକ୍ସନ ଦେଇ ପଥରରେ ସ୍ବାମୀଙ୍କ ମୁଣ୍ଡକୁ ପିଟିବା ସହ କାଠ ଫାଳିଆରେ ମାରିଛି । ପରେ ଟାଓ୍ବେଲରେ ଭିଡି ତଣ୍ଟି ଚିପିଥିବା ପୋଲିସ ଆଗରେ ସ୍ତ୍ରୀ ସାରଦା କହିଛନ୍ତି।

The post କେମିତି ସ୍ବାମୀଙ୍କୁ ମାରିଲେ କାହାଣୀ ବଖାଣିଲେ ସ୍ତ୍ରୀ, କହିଲେ ପ୍ରଥମେ ନିଦ ବଟିକା ଦେଇ ….. appeared first on Dharitri Odia News.