କେରଳ ଓ୍ବାୟନାଡ଼ରେ ନିଖୋଜ ସ୍ବାଧିନ ପଣ୍ଡା ସୁସ୍ଥ ଭାବେ ଉଦ୍ଧାର ହୁଅନ୍ତୁ : ରାଜସ୍ବ ମନ୍ତ୍ରୀ
ସମ୍ବଲପୁର ୩।୮: କେରଳ ଓ୍ବାୟନାଡରେ ଭୁସ୍ଖଳନ ଯୋଗୁଁ ଆହତ ହୋଇଥିବା ଝାରସୁଗୁଡା ଝିଅର ଚିକିତ୍ସା ଚାଲିଛି । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, କେରଳ ସରକାରଙ୍କ ସହ ସମ୍ପର୍କରେ ଅଛୁ । ଓଡିଆ ଝିଅ ସେଠାରେ ଏସଆରସି ଅଛନ୍ତି । ତାଙ୍କୁ ଯୋଗାଯୋଗ କରାଯାଇଛି । ଝାରସୁଗୁଡାର ଝିଅ ୯୦ ପ୍ରତିଶତ ଆରୋଗ୍ଯ ଲାଭ କଲେଣି । ମାଟି ଅତଡା ଧସିବା ଫଳରେ ତାଙ୍କର ଫୁସଫୁସରେ ମାଟି ଓ କାଦୁଅ ପ୍ରବେଶ କରିଥିଲା । ତାହା ୯୫ ପ୍ରତିଶତ କଢା ସରିଛି । ଚତୁର୍ଥ ବ୍ଯକ୍ତି ସ୍ବାଧିନ ପଣ୍ଡା ନିଖୋଜ ଅଛନ୍ତି । ସେ ସୁସ୍ଥ ଭାବେ ଉଦ୍ଧାର ହୁଅନ୍ତୁ ବୋଲି ଆଶା କରୁଛୁ । ସେଠାରେ ଉଦ୍ଧାର କାର୍ଯ୍ଯର ନେଭି, ବାୟୁସେନା ଉଦ୍ଧାର କାର୍ଯ୍ଯ ଜାରି ରଖିଛନ୍ତି । ଯଦି ଓଡିଶାର ଆବଶ୍ଯକତା ପଡେ ଆମେ ସହଯୋଗ ଦେବା ପାଇଁ ସବୁବେଳେ ପ୍ରସ୍ତୁତ ବୋଲି ସୁରେଶ ପୂଜାରୀ କହିଛନ୍ତି ।ବିଷ୍ଣୁପ୍ରସାଦ ଚିନାରାଙ୍କ ମୃତଦେହ ଓଡି଼ଶା ଅଣାଯାଉଛି । ମୃତଦେହ ପଚିବା ଆରମ୍ଭ କରିଥିବାରୁ ବିମାନ ଯୋଗେ ଆଣିବା ସମ୍ଭବପର ନହେବାରୁ ସଡ଼କ ପଥରେ ଅଣାଯାଉଛି । ୩୦ ଘଣ୍ଟା ସମୟ ଲାଗିବ । ଓଡିଶା ସରକାରଙ୍କର ଅଧିକାରୀ ମଧ୍ଯ ସାଙ୍ଗରେ ଅଛନ୍ତି ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।You Can Read:ବର୍ଷା ଯୋଗୁଁ ସବୁ ଜଳଭଣ୍ଡାରରେ ପାଣି ଭରିଛି, ସବୁ ନଦୀ ବିପଦ ସଙ୍କେତ ତଳେ ରହିଛି : ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଡାକ୍ତର
ସମ୍ବଲପୁର ୩।୮: କେରଳ ଓ୍ବାୟନାଡରେ ଭୁସ୍ଖଳନ ଯୋଗୁଁ ଆହତ ହୋଇଥିବା ଝାରସୁଗୁଡା ଝିଅର ଚିକିତ୍ସା ଚାଲିଛି । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, କେରଳ ସରକାରଙ୍କ ସହ ସମ୍ପର୍କରେ ଅଛୁ । ଓଡିଆ ଝିଅ ସେଠାରେ ଏସଆରସି ଅଛନ୍ତି । ତାଙ୍କୁ ଯୋଗାଯୋଗ କରାଯାଇଛି । ଝାରସୁଗୁଡାର ଝିଅ ୯୦ ପ୍ରତିଶତ ଆରୋଗ୍ଯ ଲାଭ କଲେଣି । ମାଟି ଅତଡା ଧସିବା ଫଳରେ ତାଙ୍କର ଫୁସଫୁସରେ ମାଟି ଓ କାଦୁଅ ପ୍ରବେଶ କରିଥିଲା । ତାହା ୯୫ ପ୍ରତିଶତ କଢା ସରିଛି । ଚତୁର୍ଥ ବ୍ଯକ୍ତି ସ୍ବାଧିନ ପଣ୍ଡା ନିଖୋଜ ଅଛନ୍ତି । ସେ ସୁସ୍ଥ ଭାବେ ଉଦ୍ଧାର ହୁଅନ୍ତୁ ବୋଲି ଆଶା କରୁଛୁ । ସେଠାରେ ଉଦ୍ଧାର କାର୍ଯ୍ଯର ନେଭି, ବାୟୁସେନା ଉଦ୍ଧାର କାର୍ଯ୍ଯ ଜାରି ରଖିଛନ୍ତି । ଯଦି ଓଡିଶାର ଆବଶ୍ଯକତା ପଡେ ଆମେ ସହଯୋଗ ଦେବା ପାଇଁ ସବୁବେଳେ ପ୍ରସ୍ତୁତ ବୋଲି ସୁରେଶ ପୂଜାରୀ କହିଛନ୍ତି ।
ବିଷ୍ଣୁପ୍ରସାଦ ଚିନାରାଙ୍କ ମୃତଦେହ ଓଡି଼ଶା ଅଣାଯାଉଛି । ମୃତଦେହ ପଚିବା ଆରମ୍ଭ କରିଥିବାରୁ ବିମାନ ଯୋଗେ ଆଣିବା ସମ୍ଭବପର ନହେବାରୁ ସଡ଼କ ପଥରେ ଅଣାଯାଉଛି । ୩୦ ଘଣ୍ଟା ସମୟ ଲାଗିବ । ଓଡିଶା ସରକାରଙ୍କର ଅଧିକାରୀ ମଧ୍ଯ ସାଙ୍ଗରେ ଅଛନ୍ତି ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।
You Can Read:
ବର୍ଷା ଯୋଗୁଁ ସବୁ ଜଳଭଣ୍ଡାରରେ ପାଣି ଭରିଛି, ସବୁ ନଦୀ ବିପଦ ସଙ୍କେତ ତଳେ ରହିଛି : ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଡାକ୍ତର