କୋଲକାତା ନାଇଟ ରାଇଡର୍ସର ରୋମାଞ୍ଚକ ବିଜୟ

ନନ୍ଦିଘୋଷ ବ୍ୟୁରୋ: ବିଜୟରୁ ଅଭିଯାନ ଆରମ୍ଭ କଲା କୋଲକାତା ନାଇଟ ରାଇଡର୍ସ । ସନରାଇଜର୍ସ ହାଇଦ୍ରାବାଦକୁ ୪ ରନରେ ପରାସ୍ତ... The post କୋଲକାତା ନାଇଟ ରାଇଡର୍ସର ରୋମାଞ୍ଚକ ବିଜୟ appeared first on .

କୋଲକାତା ନାଇଟ ରାଇଡର୍ସର ରୋମାଞ୍ଚକ ବିଜୟ

ନନ୍ଦିଘୋଷ ବ୍ୟୁରୋ: ବିଜୟରୁ ଅଭିଯାନ ଆରମ୍ଭ କଲା କୋଲକାତା ନାଇଟ ରାଇଡର୍ସ । ସନରାଇଜର୍ସ ହାଇଦ୍ରାବାଦକୁ ୪ ରନରେ ପରାସ୍ତ କଲା କେକେଆର । ୨୦୯ ରନର ବିଜୟ ଲକ୍ଷ ରହିଥିବାବେଳେ ୨୦୪ ରନ କରିବାକୁ ସକ୍ଷମ ହେଲା ହାଇଦ୍ରାବାଦ । କେକେଆରର ରସେଲ ଏବଂ ସଲ୍ଟ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ।

The post କୋଲକାତା ନାଇଟ ରାଇଡର୍ସର ରୋମାଞ୍ଚକ ବିଜୟ appeared first on .