କୋଣାର୍କ ବୁଲିବାକୁ ଆସି ଓଲଟିଲା ଭ୍ୟାନ୍, ଗୋଟିଏ ପରିବାରର ୧୨ ଆହତ
କୋଣାର୍କ,୨୨ା୧୨: ଭଦ୍ରକ ଜିଲା ତିହିଡ଼ି ଅଞ୍ଚଳର ଗୋଟିଏ ପରିବାର ଶୁକ୍ରବାର ସକାଳେ କୋଣାର୍କ ବୁଲିବାକୁ ଆସିଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଆଜି ସକାଳେ ଭ୍ୟାନ୍ଟି ଜୁଣେଇ ଛକରେ ଏକ ଗଛରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ଆହତ ହୋଇଥିବା ୧୨ ଜଣଙ୍କ ମଧ୍ୟରୁ ୪ ଜଣ ଗୁରୁତର ହୋଇଥିବାରୁ ସେମାନଙ୍କୁ ଭୁବେନଶ୍ୱର ସ୍ଥାନାନ୍ତର କରାଯାଇଛି। The post କୋଣାର୍କ ବୁଲିବାକୁ ଆସି ଓଲଟିଲା ଭ୍ୟାନ୍, ଗୋଟିଏ ପରିବାରର ୧୨ ଆହତ appeared first on Dharitri Odia News.
କୋଣାର୍କ,୨୨ା୧୨: ଭଦ୍ରକ ଜିଲା ତିହିଡ଼ି ଅଞ୍ଚଳର ଗୋଟିଏ ପରିବାର ଶୁକ୍ରବାର ସକାଳେ କୋଣାର୍କ ବୁଲିବାକୁ ଆସିଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଆଜି ସକାଳେ ଭ୍ୟାନ୍ଟି ଜୁଣେଇ ଛକରେ ଏକ ଗଛରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ଆହତ ହୋଇଥିବା ୧୨ ଜଣଙ୍କ ମଧ୍ୟରୁ ୪ ଜଣ ଗୁରୁତର ହୋଇଥିବାରୁ ସେମାନଙ୍କୁ ଭୁବେନଶ୍ୱର ସ୍ଥାନାନ୍ତର କରାଯାଇଛି।
The post କୋଣାର୍କ ବୁଲିବାକୁ ଆସି ଓଲଟିଲା ଭ୍ୟାନ୍, ଗୋଟିଏ ପରିବାରର ୧୨ ଆହତ appeared first on Dharitri Odia News.