କୋରାପୁଟରେ ବ୍ୟାପିଲା ଝାଡାବାନ୍ତି, ୪୦ ଆକ୍ରାନ୍ତ

କୋରାପୁଟ,୧୧।୬(ଅମିତାଭ ବେହେରା ) କୋରାପୁଟ ଜିଲାର ସେମିଳିଗୁଡା ବ୍ଲକ ଅନ୍ତର୍ଗତ ସୁବାଈ ଗ୍ରାମରେ ଝାଡାବାନ୍ତିରେ ୪୦ଜଣ ଆକ୍ରାନ୍ତ ହୋଇଛନ୍ତି। ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିମାନେ ଏବେ ସୁସ୍ଥ ଥିବା ଜଣାପଡିଛି। ଉକ୍ତ ଗ୍ରାମରେ ସ୍ବାସ୍ଥ୍ୟ ବିଭାଗ ତରଫରୁ ଏକ ଟିମ ଗ୍ରାମବାସୀମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିବା ସହିତ ନଜର ରଖିଛି। କେଉଁ କାରଣରୁ ଗ୍ରାମରେ ଝାଡାବାନ୍ତି ବ୍ୟାପିଲା ସେ ନେଇ ତଦନ୍ତ କରାଯାଉଛି ବୋଲି ଜ଼ିଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୁଧାଂଶୁ କୁମାର ଗିରି ସୂଚନା ଦେଇଛନ୍ତି। […] The post କୋରାପୁଟରେ ବ୍ୟାପିଲା ଝାଡାବାନ୍ତି, ୪୦ ଆକ୍ରାନ୍ତ appeared first on Dharitri Odia News.

କୋରାପୁଟରେ ବ୍ୟାପିଲା ଝାଡାବାନ୍ତି, ୪୦ ଆକ୍ରାନ୍ତ

କୋରାପୁଟ,୧୧।୬(ଅମିତାଭ ବେହେରା ) କୋରାପୁଟ ଜିଲାର ସେମିଳିଗୁଡା ବ୍ଲକ ଅନ୍ତର୍ଗତ ସୁବାଈ ଗ୍ରାମରେ ଝାଡାବାନ୍ତିରେ ୪୦ଜଣ ଆକ୍ରାନ୍ତ ହୋଇଛନ୍ତି। ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିମାନେ ଏବେ ସୁସ୍ଥ ଥିବା ଜଣାପଡିଛି। ଉକ୍ତ ଗ୍ରାମରେ ସ୍ବାସ୍ଥ୍ୟ ବିଭାଗ ତରଫରୁ ଏକ ଟିମ ଗ୍ରାମବାସୀମାନଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରିବା ସହିତ ନଜର ରଖିଛି। କେଉଁ କାରଣରୁ ଗ୍ରାମରେ ଝାଡାବାନ୍ତି ବ୍ୟାପିଲା ସେ ନେଇ ତଦନ୍ତ କରାଯାଉଛି ବୋଲି ଜ଼ିଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୁଧାଂଶୁ କୁମାର ଗିରି ସୂଚନା ଦେଇଛନ୍ତି। ବର୍ତମାନ ସମସ୍ତ ଆକ୍ରାନ୍ତ ସୁସ୍ଥ ଥିବା ସୂଚନା ରହିଛି।

The post କୋରାପୁଟରେ ବ୍ୟାପିଲା ଝାଡାବାନ୍ତି, ୪୦ ଆକ୍ରାନ୍ତ appeared first on Dharitri Odia News.