କୋର୍ଟରୁ କଏଦୀ ଚମ୍ପଟ, କୋର୍ଟକୁ ଶୁଣାଣି ପାଇଁ ଯାଇଥିବା ବେଳେ ଫେରାର

ଖୋର୍ଦ୍ଧା: କୋର୍ଟରୁ କଏଦୀ ଚମ୍ପଟ । ଖୋର୍ଦ୍ଧା କୋର୍ଟରୁ ବିଚାରାଧୀନ କଏଦୀ ଫେରାର । ଭୁବନେଶ୍ବର ଝାରପଡା ଜେଲରୁ ଖୋର୍ଦ୍ଧା ପୋକ୍ ସୋ କୋର୍ଟକୁ ଶୁଣାଣି ପାଇଁ ଯାଇଥିବା ବେଳେ ଚମ୍ପଟ ମାରିଛି କଏଦୀ । ଫେରାର କଏଦୀର ନାଁ ସୁକାନ୍ତ ନାୟକ । ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି ପାଇଁ ଆସିଥିବା ବେଳେ ପୋଲିସକୁ ଧକ୍କା ମାରି ଫେରାର ହୋଇଯାଇଛି । ସେ ଘରକୁ ଘର ଡେଇଁ ଲୁଚି ଲୁଚି ଫେରାର ହେବାର ଦୃଶ୍ୟ ସିସିଟିଭିରେ […] The post କୋର୍ଟରୁ କଏଦୀ ଚମ୍ପଟ, କୋର୍ଟକୁ ଶୁଣାଣି ପାଇଁ ଯାଇଥିବା ବେଳେ ଫେରାର appeared first on KNews Odisha.

କୋର୍ଟରୁ କଏଦୀ ଚମ୍ପଟ, କୋର୍ଟକୁ ଶୁଣାଣି ପାଇଁ ଯାଇଥିବା ବେଳେ ଫେରାର
court

ଖୋର୍ଦ୍ଧା: କୋର୍ଟରୁ କଏଦୀ ଚମ୍ପଟ । ଖୋର୍ଦ୍ଧା କୋର୍ଟରୁ ବିଚାରାଧୀନ କଏଦୀ ଫେରାର । ଭୁବନେଶ୍ବର ଝାରପଡା ଜେଲରୁ ଖୋର୍ଦ୍ଧା ପୋକ୍ ସୋ କୋର୍ଟକୁ ଶୁଣାଣି ପାଇଁ ଯାଇଥିବା ବେଳେ ଚମ୍ପଟ ମାରିଛି କଏଦୀ । ଫେରାର କଏଦୀର ନାଁ ସୁକାନ୍ତ ନାୟକ । ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି ପାଇଁ ଆସିଥିବା ବେଳେ ପୋଲିସକୁ ଧକ୍କା ମାରି ଫେରାର ହୋଇଯାଇଛି । ସେ ଘରକୁ ଘର ଡେଇଁ ଲୁଚି ଲୁଚି ଫେରାର ହେବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଫେରାର କଏଦୀକୁ କାବୁ କରିବାକୁ ଭୁବନେଶ୍ବର କମିସନରେଟ ପୋଲିସ ଓ ଖୋର୍ଦ୍ଧା ଟାଉନ ଥାନା ପୋଲିସ ଖୋଜାଖୋଜି ଜାରି ରଖିଛନ୍ତି।

The post କୋର୍ଟରୁ କଏଦୀ ଚମ୍ପଟ, କୋର୍ଟକୁ ଶୁଣାଣି ପାଇଁ ଯାଇଥିବା ବେଳେ ଫେରାର appeared first on KNews Odisha.