କ୍ରାଇମବ୍ରାଞ୍ଚ କବଜାରେ ୨ ନକଲି ED ଅଧିକାରୀ

ନକଲି ED ଅଧିକାରୀଙ୍କ ପାଖରେ ୩୪୦ ଜଣିଆ ସରକାରୀ ବାବୁଙ୍କ ତାଲିକା। ସେମାନଙ୍କ ମଧ୍ୟରୁ ୩୦ରୁ ୪୦ଜଣଙ୍କୁ ରେଡ୍ ଭୟ ଦେଖାଇ ଲକ୍ଷାଧିକ ଟଙ୍କା ଚୂନ ଲଗାଇଛନ୍ତି ଦୁଇ ଭାଇ। ତେବେ ଛତ୍ରପୁର ଉପଜିଲ୍ଲାପାଳଙ୍କୁ ଠକିବାକୁ ଉଦ୍ୟମ କରିବା ବେଳେ ଧରାପଡିଯାଇଛନ୍ତି ଅଭିଯୁକ୍ତ। ଦୁଇ ଭାଇ ତାରିଣୀସେନ ଓ ବ୍ରହ୍ମାଶଙ୍କରଙ୍କୁ ଗିରଫ କରିଛି କ୍ରାଇମବ୍ରାଂଚ STF। ଅଧିକ ତଦନ୍ତ ପାଇଁ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବ STF।