କ୍ରିସ୍ମସ୍ରେ ପ୍ରିୟଜନଙ୍କୁ କେଉଁ ଗିଫ୍ଟ ଦେବା ଶୁଭ,ଜାଣନ୍ତୁ…
ଆନନ୍ଦ ଉଲ୍ଲାସର ପର୍ବ କ୍ରିସ୍ମସ୍କୁ ବେଶ୍ ଉତ୍ସାହ ସହକାରେ ଚାରିଆଡ଼େ ପାଳନ କରାଯାଇଥାଏ। ଏହିଦିନ ଅନେକେ ପରସ୍ପରକୁ ଗିଫ୍ଟ ଦେଇ ସୁଖଦ ଭବିଷ୍ୟତର କାମନା କରିଥାନ୍ତି। ତେବେ କ୍ରିସ୍ମସ୍ ଅବସରରେ କେଉଁ ଗିଫ୍ଟ ଦେବା ଶୁଭ, ଜାଣନ୍ତୁ ସେ ସମ୍ପର୍କରେ… * ନିଜ ପ୍ରିୟଜନଙ୍କୁ ଇନ୍ଡୋର କିମ୍ବା ଆଉଟ୍ଡୋର୍ ପ୍ଲାଣ୍ଟ ଗିଫ୍ଟ ଆକାରରେ ଦେଇ କ୍ରିସ୍ମସ୍ର ଶୁଭକାମନା ଦେଇପାରିବେ। * ଏହି ଅବସରରେ ଘରକୁ ସଜାଇବା ପାଇଁ ପ୍ରିଣ୍ଟେଡ୍ କୁସନ୍ କଭରକୁ ବି ଗିଫ୍ଟ ଆକାରରେ ଦେଇପାରିବେ। […] The post କ୍ରିସ୍ମସ୍ରେ ପ୍ରିୟଜନଙ୍କୁ କେଉଁ ଗିଫ୍ଟ ଦେବା ଶୁଭ,ଜାଣନ୍ତୁ… appeared first on Dharitri Odia News.
ଆନନ୍ଦ ଉଲ୍ଲାସର ପର୍ବ କ୍ରିସ୍ମସ୍କୁ ବେଶ୍ ଉତ୍ସାହ ସହକାରେ ଚାରିଆଡ଼େ ପାଳନ କରାଯାଇଥାଏ। ଏହିଦିନ ଅନେକେ ପରସ୍ପରକୁ ଗିଫ୍ଟ ଦେଇ ସୁଖଦ ଭବିଷ୍ୟତର କାମନା କରିଥାନ୍ତି। ତେବେ କ୍ରିସ୍ମସ୍ ଅବସରରେ କେଉଁ ଗିଫ୍ଟ ଦେବା ଶୁଭ, ଜାଣନ୍ତୁ ସେ ସମ୍ପର୍କରେ…
* ନିଜ ପ୍ରିୟଜନଙ୍କୁ ଇନ୍ଡୋର କିମ୍ବା ଆଉଟ୍ଡୋର୍ ପ୍ଲାଣ୍ଟ ଗିଫ୍ଟ ଆକାରରେ ଦେଇ କ୍ରିସ୍ମସ୍ର ଶୁଭକାମନା ଦେଇପାରିବେ।
* ଏହି ଅବସରରେ ଘରକୁ ସଜାଇବା ପାଇଁ ପ୍ରିଣ୍ଟେଡ୍ କୁସନ୍ କଭରକୁ ବି ଗିଫ୍ଟ ଆକାରରେ ଦେଇପାରିବେ।
* ପ୍ରିଣ୍ଟେଡ୍ କଫି ମଗ୍ ମଧ୍ୟ ଚୟନ କରିପାରିବେ।
* ଟ୍ରାନ୍ସପରେଣ୍ଟ କଫି ମଗ୍କୁ ବି ଗିଫ୍ଟରେ ଦେଇପାରିବେ।
* ଯାହାଙ୍କୁ ଗିଫ୍ଟ ଦେଉଛନ୍ତି ତାଙ୍କର ଏକ ଫଟୋ ଲଗାଯାଇଥିବା ଉଡେନ୍ ଟେବୁଲ ଫଟୋଫ୍ରେମ୍ ବି ଦେଇପାରିବେ।
* ଗିଫ୍ଟ ବଲ୍ବ ଜାର୍କୁ ବି ଏକ ବେଷ୍ଟ କ୍ରିସ୍ମସ୍ ଗିଫ୍ଟ ଭାବେ ନିଆଯାଇପାରେ।
* ଚକୋଲେଟ୍ ବକ୍ସ କ୍ରିସ୍ମସ୍ ଅବସରରେ ଗିଫ୍ଟ ଦେବା ପାଇଁ ବେଷ୍ଟ ହୋଇଥାଏ।
* ଟେଡି ବିୟର୍ ବି ଗିଫ୍ଟ ପାଇଁ ଅନ୍ୟତମ ବିକଳ୍ପ ହୋଇପାରେ।
* କିଛି ଯଦି ପାଉନାହାନ୍ତି, ତା’ହେଲେ ତାଜା ଫୁଲରୁ କିଛି ଦେଇ ନିଜର ପ୍ରିୟଜନକୁ କ୍ରିସ୍ମସ୍ର ଶୁଭେଚ୍ଛା ଜଣାଇ
ପାରିବେ।
The post କ୍ରିସ୍ମସ୍ରେ ପ୍ରିୟଜନଙ୍କୁ କେଉଁ ଗିଫ୍ଟ ଦେବା ଶୁଭ,ଜାଣନ୍ତୁ… appeared first on Dharitri Odia News.