କ୍ୟାଟ୍ରିନାଙ୍କୁ ବିଳାଶପୂର୍ଣ୍ଣ କାର ଗିଫ୍ଟ କଲେ ଭିକି, ଗାଡିର ଦାମ୍‌ ୩ କୋଟି ଟଙ୍କା

ମୁମ୍ଵାଇ ୨୫।୦୯: ପତ୍ନୀଙ୍କୁ କରବାଚୌଥରେ ଉପହାର ଦେବାର ପରମ୍ପରା ଅଛି। ଏଥର କରବାଚୌଥ ୨୦ ଅକ୍ଟୋବର ୨୦୨୪ରେ ଅଛି। ଏହାପୂର୍ବରୁ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ ତାଙ୍କ ସ୍ୱାମୀ ଭିକି କୌଶଲ ଉପହାର ଦେଇଛନ୍ତି। ଭିକି ତାଙ୍କୁ ଏକ ରେଞ୍ଜ ରୋଭର ୩.୦ LWB Autobiography variant ବିଳାସପୂର୍ଣ୍ଣ କାର ଉପହାର ଦେଇଛନ୍ତି।ଏହି କାରର ମୂଲ୍ୟ ୩.୮୯ କୋଟି ଟଙ୍କା ରହିଛି।କ୍ୟାଟ୍ରିନାଙ୍କର ଏକ ମର୍ସିଡିଜ୍ ML 350 କାର ଅଛି କହିବାକୁ ଗଲେ ଏହା କ୍ୟାଟ୍ରିନାଙ୍କ ପ୍ରଥମ ବିଳାସପୂର୍ଣ୍ଣ କାର ନୁହେଁ। ତାଙ୍କ ଗ୍ୟାରେଜରେ ମର୍ସିଡିଜ୍ ML 350, Audi Q7, ଏବଂ Audi Q3 ସହିତ ଏକ ବିଳାସପୂର୍ଣ୍ଣ ଭ୍ୟାନିଟି ଭ୍ୟାନ୍ ଏବଂ ଅନ୍ୟାନ୍ୟ ଉଚ୍ଚ ଶ୍ରେଣୀର ଗାଡି ଅଛି। ନିକଟରେ କ୍ୟାଟ୍ରିନାଙ୍କୁ ତାଙ୍କ ନୂଆ ରେଞ୍ଜ ରୋଭରରେ ମୁମ୍ବାଇ ରାସ୍ତାରେ ସ୍ପଟ୍‌ କରାଯାଇଥିଲା। ଏହା ପରେ ସୋସିଆଲ ମିଡିଆରେ ତାଙ୍କ କାର ସହିତ ଭିଡିଓ ଭାଇରାଲ ହେବାରେ ଲାଗିଛି।ବର୍ତ୍ତମାନକ୍ୟାଟ୍ରିନା ତାଙ୍କ ନୂଆ କାରରେ ନଜର ଆସିଛନ୍ତି। ରେଞ୍ଜ ରୋଭର 3.0 LWB ଡିଜେଲ ଇଞ୍ଜିନରେ ଆସେ । ଏହାର ହାଇ ପାୱାର୍ ଇଞ୍ଜିନ୍ ଅଛି ଏବଂ ଏହି କାର୍ ସ୍ୱୟଂଚାଳିତ ଟ୍ରାନ୍ସମିସନରେ ଦିଆଯାଉଛି । କାରରେ ନ୍ୟୁ ଜେନେରେସନ ପାଇଁ ୭ଟି କଲର ଅପସନ୍‌ ଅଛି।  

କ୍ୟାଟ୍ରିନାଙ୍କୁ ବିଳାଶପୂର୍ଣ୍ଣ କାର ଗିଫ୍ଟ କଲେ ଭିକି, ଗାଡିର ଦାମ୍‌ ୩ କୋଟି ଟଙ୍କା

ମୁମ୍ଵାଇ ୨୫।୦୯: ପତ୍ନୀଙ୍କୁ କରବାଚୌଥରେ ଉପହାର ଦେବାର ପରମ୍ପରା ଅଛି। ଏଥର କରବାଚୌଥ ୨୦ ଅକ୍ଟୋବର ୨୦୨୪ରେ ଅଛି। ଏହାପୂର୍ବରୁ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ ତାଙ୍କ ସ୍ୱାମୀ ଭିକି କୌଶଲ ଉପହାର ଦେଇଛନ୍ତି। ଭିକି ତାଙ୍କୁ ଏକ ରେଞ୍ଜ ରୋଭର ୩.୦ LWB Autobiography variant ବିଳାସପୂର୍ଣ୍ଣ କାର ଉପହାର ଦେଇଛନ୍ତି।ଏହି କାରର ମୂଲ୍ୟ ୩.୮୯ କୋଟି ଟଙ୍କା ରହିଛି।

କ୍ୟାଟ୍ରିନାଙ୍କର ଏକ ମର୍ସିଡିଜ୍ ML 350 କାର ଅଛି 

କହିବାକୁ ଗଲେ ଏହା କ୍ୟାଟ୍ରିନାଙ୍କ ପ୍ରଥମ ବିଳାସପୂର୍ଣ୍ଣ କାର ନୁହେଁ। ତାଙ୍କ ଗ୍ୟାରେଜରେ ମର୍ସିଡିଜ୍ ML 350, Audi Q7, ଏବଂ Audi Q3 ସହିତ ଏକ ବିଳାସପୂର୍ଣ୍ଣ ଭ୍ୟାନିଟି ଭ୍ୟାନ୍ ଏବଂ ଅନ୍ୟାନ୍ୟ ଉଚ୍ଚ ଶ୍ରେଣୀର ଗାଡି ଅଛି। ନିକଟରେ କ୍ୟାଟ୍ରିନାଙ୍କୁ ତାଙ୍କ ନୂଆ ରେଞ୍ଜ ରୋଭରରେ ମୁମ୍ବାଇ ରାସ୍ତାରେ ସ୍ପଟ୍‌ କରାଯାଇଥିଲା। ଏହା ପରେ ସୋସିଆଲ ମିଡିଆରେ ତାଙ୍କ କାର ସହିତ ଭିଡିଓ ଭାଇରାଲ ହେବାରେ ଲାଗିଛି।

ବର୍ତ୍ତମାନକ୍ୟାଟ୍ରିନା ତାଙ୍କ ନୂଆ କାରରେ ନଜର ଆସିଛନ୍ତି। ରେଞ୍ଜ ରୋଭର 3.0 LWB ଡିଜେଲ ଇଞ୍ଜିନରେ ଆସେ । ଏହାର ହାଇ ପାୱାର୍ ଇଞ୍ଜିନ୍ ଅଛି ଏବଂ ଏହି କାର୍ ସ୍ୱୟଂଚାଳିତ ଟ୍ରାନ୍ସମିସନରେ ଦିଆଯାଉଛି । କାରରେ ନ୍ୟୁ ଜେନେରେସନ ପାଇଁ ୭ଟି କଲର ଅପସନ୍‌ ଅଛି।