‘କ୍ୱାର୍ଟର ଭଡ଼ା ଦେଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ୱର,୨୪ା୧୧: ସରକାରୀ କ୍ୱାର୍ଟରକୁ ଭଡ଼ାରେ ଲଗାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଆଲଟମେଣ୍ଟ ପାଇଥିବା ବ୍ୟକ୍ତି ଏବଂ ଭଡ଼ାରେ ରହୁଥିବା ବ୍ୟକ୍ତି ଉଭୟେ ଦୋଷୀ ସାବ୍ୟସ୍ତ ହେବେ। ଅନେକ କ୍ୱାର୍ଟର ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବାବେଳେ ଆଉ କିଛି କ୍ୱାର୍ଟରକୁ କିଛି ଲୋକ ଅକ୍ତିଆର କରିବସିଛନ୍ତି। ଜିଏ ବିଭାଗ ଏନେଇ ଏକ ତାଲିକା ପ୍ରସ୍ତୁତ କରୁଛି, ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେଲାଣି। ପୁରୁଣା କ୍ୱାର୍ଟରକୁ ଭାଙ୍ଗି ନୂଆ କ୍ୱାର୍ଟର ସବୁ ତିଆରି କରାଯିବ। […] The post ‘କ୍ୱାର୍ଟର ଭଡ଼ା ଦେଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ’ appeared first on Dharitri Odia News.

‘କ୍ୱାର୍ଟର ଭଡ଼ା ଦେଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ୱର,୨୪ା୧୧: ସରକାରୀ କ୍ୱାର୍ଟରକୁ ଭଡ଼ାରେ ଲଗାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଆଲଟମେଣ୍ଟ ପାଇଥିବା ବ୍ୟକ୍ତି ଏବଂ ଭଡ଼ାରେ ରହୁଥିବା ବ୍ୟକ୍ତି ଉଭୟେ ଦୋଷୀ ସାବ୍ୟସ୍ତ ହେବେ। ଅନେକ କ୍ୱାର୍ଟର ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବାବେଳେ ଆଉ କିଛି କ୍ୱାର୍ଟରକୁ କିଛି ଲୋକ ଅକ୍ତିଆର କରିବସିଛନ୍ତି। ଜିଏ ବିଭାଗ ଏନେଇ ଏକ ତାଲିକା ପ୍ରସ୍ତୁତ କରୁଛି, ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହେଲାଣି। ପୁରୁଣା କ୍ୱାର୍ଟରକୁ ଭାଙ୍ଗି ନୂଆ କ୍ୱାର୍ଟର ସବୁ ତିଆରି କରାଯିବ। ଯେପରିକି ଗୋଟିଏ ସ୍ଥାନରେ ବହୁ ଲୋକ ରହିପାରିବେ।

The post ‘କ୍ୱାର୍ଟର ଭଡ଼ା ଦେଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ’ appeared first on Dharitri Odia News.