ଖଣ୍ଡପଡ଼ା ବିଧାନସଭାରେ ଜିତିଲା ଭାଜପା

ଭୁବନେଶ୍ୱର,୪।୬: ମଙ୍ଗଳବାର ରାଜ୍ୟରେ ବିଧାନସଭା ଭୋଟ ଗଣତି ଜାରି ରହିଥିଲା ବେଳେ ଖଣ୍ଡପଡ଼ା ବିଧାନସଭାରେ ବିଜୟ ହାସଲ କରିଛନ୍ତି ଭାଜପା ପ୍ରାର୍ଥୀ ଦୁଷ୍ମନ୍ତ ସ୍ବାଇଁ।ବିଜେଡିର ସାବିତ୍ରୀ ପ୍ରଧାନଙ୍କୁ ୭୧୨୦ ଭୋଟରେ ଦୁଷ୍ମନ୍ତ ହରାଇଛନ୍ତି। ଦୁଷ୍ମନ୍ତ ୭୫,୧୩୯ ଭୋଟ ପାଇଥିବା ବେଳେ ସାବିତ୍ରୀ ପ୍ରଧାନ ୬୮୦୧୯ ପାଇଛନ୍ତି। The post ଖଣ୍ଡପଡ଼ା ବିଧାନସଭାରେ ଜିତିଲା ଭାଜପା appeared first on Dharitri Odia News.

ଖଣ୍ଡପଡ଼ା ବିଧାନସଭାରେ ଜିତିଲା ଭାଜପା

ଭୁବନେଶ୍ୱର,୪।୬: ମଙ୍ଗଳବାର ରାଜ୍ୟରେ ବିଧାନସଭା ଭୋଟ ଗଣତି ଜାରି ରହିଥିଲା ବେଳେ ଖଣ୍ଡପଡ଼ା ବିଧାନସଭାରେ ବିଜୟ ହାସଲ କରିଛନ୍ତି ଭାଜପା ପ୍ରାର୍ଥୀ ଦୁଷ୍ମନ୍ତ ସ୍ବାଇଁ।ବିଜେଡିର ସାବିତ୍ରୀ ପ୍ରଧାନଙ୍କୁ ୭୧୨୦ ଭୋଟରେ ଦୁଷ୍ମନ୍ତ ହରାଇଛନ୍ତି। ଦୁଷ୍ମନ୍ତ ୭୫,୧୩୯ ଭୋଟ ପାଇଥିବା ବେଳେ ସାବିତ୍ରୀ ପ୍ରଧାନ ୬୮୦୧୯ ପାଇଛନ୍ତି।

The post ଖଣ୍ଡପଡ଼ା ବିଧାନସଭାରେ ଜିତିଲା ଭାଜପା appeared first on Dharitri Odia News.