ଖବରଦାତାଙ୍କ ପାଇଁ ପୋଷ୍ଟାଲ ବାଲଟ୍
ଭୁବନେଶ୍ୱର,୨୦ା୩: ପୋଷ୍ଟାଲ ବାଲଟ୍ରେ ଏଥର ଭୋଟ୍ ଦେଇପାରିବେ କାର୍ଯ୍ୟରତ ଖବରଦାତା। କାର୍ଯ୍ୟରତ ଖବରଦାତାଙ୍କ ପାଇଁ ପୋଷ୍ଟାଲ ବାଲଟ୍ ବ୍ୟବସ୍ଥା କରିଛନ୍ତି ନିର୍ବାଚନ କମିଶନ। ଏଥିପାଇଁ ନିଜ ନିର୍ବାଚନ ମଣ୍ଡଳୀ ରିଟର୍ଣ୍ଣିଂ ଅଫିସରଙ୍କଠାରେ ଆବେଦନ ଜରୁରୀ ଅଟେ। ରିଟର୍ଣ୍ଣିଂ ଅଫିସର ଆବେଦନକାରୀଙ୍କ ଆକ୍ରେଡିଶନ ଯାଞ୍ଚ କରିବେ ବୋଲି ନିର୍ବାଚନ କମିଶନ କହିଛନ୍ତି। The post ଖବରଦାତାଙ୍କ ପାଇଁ ପୋଷ୍ଟାଲ ବାଲଟ୍ appeared first on Dharitri Odia News.
ଭୁବନେଶ୍ୱର,୨୦ା୩: ପୋଷ୍ଟାଲ ବାଲଟ୍ରେ ଏଥର ଭୋଟ୍ ଦେଇପାରିବେ କାର୍ଯ୍ୟରତ ଖବରଦାତା। କାର୍ଯ୍ୟରତ ଖବରଦାତାଙ୍କ ପାଇଁ ପୋଷ୍ଟାଲ ବାଲଟ୍ ବ୍ୟବସ୍ଥା କରିଛନ୍ତି ନିର୍ବାଚନ କମିଶନ। ଏଥିପାଇଁ ନିଜ ନିର୍ବାଚନ ମଣ୍ଡଳୀ ରିଟର୍ଣ୍ଣିଂ ଅଫିସରଙ୍କଠାରେ ଆବେଦନ ଜରୁରୀ
ଅଟେ। ରିଟର୍ଣ୍ଣିଂ ଅଫିସର ଆବେଦନକାରୀଙ୍କ ଆକ୍ରେଡିଶନ ଯାଞ୍ଚ କରିବେ ବୋଲି ନିର୍ବାଚନ କମିଶନ କହିଛନ୍ତି।
The post ଖବରଦାତାଙ୍କ ପାଇଁ ପୋଷ୍ଟାଲ ବାଲଟ୍ appeared first on Dharitri Odia News.