ଖରା ପାଇଁ ଜାରି ହେଲା ସତର୍କତା, ୧୧ ରୁ ୩ ବାହାରେ ଖେଳିବା ମନା
ଭୁବନେଶ୍ୱର ୦୬/୦୪: ତତଲା ଓଡିଶାରେ ଅଂଶୁଘାତର ଶିକାର ହେଉଛନ୍ତି ଲୋକେ । ଗତକାଲି ପ୍ରବଳ ତାତି ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୮ ଜଣ ଲୋକର ଶିକାର ହୋଇଛନ୍ତି । ଅନୁଗୁଳ ଜିଲ୍ଲାର ୮ ଜଣ, ମୟୂରଭଂଜ, ସୁନ୍ଦରଗଡ ଓ ଭୁବନେଶ୍ୱରରେ ଜଣେ ଲେଖାଏଁ ବ୍ୟକ୍ତିଙ୍କୁ ଅଂଶୁଘାତ ହୋଇଥିବା ସୂଚନା । ଖରାକୁ ଦୃଷ୍ଟିରେ ରଖି ପ୍ରବଳ ଖରା ହେଉଥିବାରୁ ଆଉଟ୍ଡୋର ଖେଳ ଉପରେ କଟକଣା ଜାରି ହୋଇଛି । ବିଶେଷକରି ଖରାରେ କ୍ରିକେଟ, ହକି, ଫୁଟବଲ ଆଦି ନଖେଳିବାକୁ ନିର୍ଦ୍ଦେଶ ହୋଇଛି । ଏନେଇ କ୍ରୀଡ଼ା ବିଭାଗ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି । ଖରାରେ ବିଭିନ୍ନ ଜାଗାରେ ଖେଳ ଚାଲୁଥିବା ଜଣାପଡ଼ିବା ପରେ ଏନେଇ ତାଗିଦ୍ କରିଛନ୍ତି ସରକାର । ବିଶେଷକରି ଦିନ ୧୧ଟାରୁ ୩ ଟା ପର୍ଯ୍ୟନ୍ତ ବାହାରକୁ ନବାହାରିବାକୁ ପରାମର୍ଶ । Special Relief Commissioner directed to Sports Department for strict enforcement on all outdoor sports activities from 11.00 AM to 03.00 PM during hot summer @SecyChief @satyabrata1967 @MoSarkar5T @osdmaodisha— SRC, Govt of Odisha (@SRC_Odisha) April 6, 2024ସୂଚନା ଥାଉିକ, ଆଜି ବି ୪୦ ଡେଇଁବ ଭୁବନେଶ୍ୱର । ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ । ରାଜଧାନୀ ଆକାଶରୁ ହେଉଛି ନିଆଁବର୍ଷା । ଆଜି ବି ଭୁବନେଶ୍ୱର ତାପମାତ୍ରା ୪୦ ଡେଇଁବା ସମ୍ଭାବନା
ଭୁବନେଶ୍ୱର ୦୬/୦୪: ତତଲା ଓଡିଶାରେ ଅଂଶୁଘାତର ଶିକାର ହେଉଛନ୍ତି ଲୋକେ । ଗତକାଲି ପ୍ରବଳ ତାତି ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୮ ଜଣ ଲୋକର ଶିକାର ହୋଇଛନ୍ତି । ଅନୁଗୁଳ ଜିଲ୍ଲାର ୮ ଜଣ, ମୟୂରଭଂଜ, ସୁନ୍ଦରଗଡ ଓ ଭୁବନେଶ୍ୱରରେ ଜଣେ ଲେଖାଏଁ ବ୍ୟକ୍ତିଙ୍କୁ ଅଂଶୁଘାତ ହୋଇଥିବା ସୂଚନା ।
ଖରାକୁ ଦୃଷ୍ଟିରେ ରଖି ପ୍ରବଳ ଖରା ହେଉଥିବାରୁ ଆଉଟ୍ଡୋର ଖେଳ ଉପରେ କଟକଣା ଜାରି ହୋଇଛି । ବିଶେଷକରି ଖରାରେ କ୍ରିକେଟ, ହକି, ଫୁଟବଲ ଆଦି ନଖେଳିବାକୁ ନିର୍ଦ୍ଦେଶ ହୋଇଛି । ଏନେଇ କ୍ରୀଡ଼ା ବିଭାଗ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି । ଖରାରେ ବିଭିନ୍ନ ଜାଗାରେ ଖେଳ ଚାଲୁଥିବା ଜଣାପଡ଼ିବା ପରେ ଏନେଇ ତାଗିଦ୍ କରିଛନ୍ତି ସରକାର । ବିଶେଷକରି ଦିନ ୧୧ଟାରୁ ୩ ଟା ପର୍ଯ୍ୟନ୍ତ ବାହାରକୁ ନବାହାରିବାକୁ ପରାମର୍ଶ ।
Special Relief Commissioner directed to Sports Department for strict enforcement on all outdoor sports activities from 11.00 AM to 03.00 PM during hot summer @SecyChief @satyabrata1967 @MoSarkar5T @osdmaodisha— SRC, Govt of Odisha (@SRC_Odisha) April 6, 2024
ସୂଚନା ଥାଉିକ, ଆଜି ବି ୪୦ ଡେଇଁବ ଭୁବନେଶ୍ୱର । ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ । ରାଜଧାନୀ ଆକାଶରୁ ହେଉଛି ନିଆଁବର୍ଷା । ଆଜି ବି ଭୁବନେଶ୍ୱର ତାପମାତ୍ରା ୪୦ ଡେଇଁବା ସମ୍ଭାବନା । ଅସହ୍ୟ ଗ୍ରୀଷ୍ମ ପ୍ରବାହ ପାଇଁ ଆଉଟ ଡୋର ଗେମ ଉପରେ କଟକଣା । ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ହୋଇପାରିବନି କୌଣସି ଖେଳକୁଦ । ନିର୍ଦ୍ଦେଶନାମା ଜାରି କଲେ ସ୍ୱତନ୍ତ୍ର ରିଲିଫି କମିଶନର ।