ଖଲିଆପାଲି ଭୀମଭୋଇ କଲ୍ଯାଣ ମଣ୍ଡପରେ ସୋନପୁର, ରେଆର ଅନୁଷ୍ଠାନ ତରଫରୁ ଏକ ତାଲିମ ଶିବିର ଆୟୋଜିତ

ସୋନପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଖଲିଆପାଲି ଭୀମ ଭୋଇ କଲ୍ୟାଣ ମଣ୍ଡପ ଠାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୋନପୁର , ରେଆର ତରଫରୁ ଷ୍ଟିଚିଂ କିଣ୍ଡରପୋଷ୍ଟଜେଲ , ନେଦରଲାଣ୍ଡ ସହାୟତାରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ଖଲିଆପାଲି ସମେତ ମସୁରଉଡ଼ାନ , ରେଙ୍ଗାଲି , ମାଣିକମୁଣ୍ଡା ଆଦି ପଞ୍ଚାୟତ ଅନ୍ତର୍ଗତ ଗ୍ରାମ୍ୟ ସ୍ତରୀୟ ଶିଶୁ ସୁରକ୍ଷା ସଦସ୍ୟ ମାନଙ୍କୁ ନେଇ ଶିଶୁ ଅଧିକାର, ଶିଶୁ ସୁରକ୍ଷା ଓ ସାଇବର […] The post ଖଲିଆପାଲି ଭୀମଭୋଇ କଲ୍ଯାଣ ମଣ୍ଡପରେ ସୋନପୁର, ରେଆର ଅନୁଷ୍ଠାନ ତରଫରୁ ଏକ ତାଲିମ ଶିବିର ଆୟୋଜିତ appeared first on Odisha.News.

ଖଲିଆପାଲି ଭୀମଭୋଇ କଲ୍ଯାଣ ମଣ୍ଡପରେ ସୋନପୁର, ରେଆର ଅନୁଷ୍ଠାନ ତରଫରୁ ଏକ ତାଲିମ ଶିବିର ଆୟୋଜିତ

ସୋନପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଖଲିଆପାଲି ଭୀମ ଭୋଇ କଲ୍ୟାଣ ମଣ୍ଡପ ଠାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୋନପୁର , ରେଆର ତରଫରୁ ଷ୍ଟିଚିଂ କିଣ୍ଡରପୋଷ୍ଟଜେଲ , ନେଦରଲାଣ୍ଡ ସହାୟତାରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ଖଲିଆପାଲି ସମେତ ମସୁରଉଡ଼ାନ , ରେଙ୍ଗାଲି , ମାଣିକମୁଣ୍ଡା ଆଦି ପଞ୍ଚାୟତ ଅନ୍ତର୍ଗତ ଗ୍ରାମ୍ୟ ସ୍ତରୀୟ ଶିଶୁ ସୁରକ୍ଷା ସଦସ୍ୟ ମାନଙ୍କୁ ନେଇ ଶିଶୁ ଅଧିକାର, ଶିଶୁ ସୁରକ୍ଷା ଓ ସାଇବର ଅପରାଧ ବିଷୟରେ ତାଲିମ ଶିବିରରେ ଆଲୋଚନା ହୋଇଥିଲା l ଏଥିରେ ଅତିଥି ଭାବରେ ରେଆର ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ ଯୋଗ ଦେଇଥିଲେ I ତାଲିମଦାତା ଭାବରେ ରାଜୀବ ନାୟକ ଯୋଗ ଦେଇ ଶିଶୁ ଯୌନ ନିର୍ଯାତନା ଆଇନ , କିଶୋର ନ୍ୟାୟ ଆଇନ ବିଷୟରେ ଆଲୋଚନା କରିଥିଲେ l କାର୍ଯ୍ୟକ୍ରମ କୁ ଝରଣା ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଧନୁର୍ଧର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ I

The post ଖଲିଆପାଲି ଭୀମଭୋଇ କଲ୍ଯାଣ ମଣ୍ଡପରେ ସୋନପୁର, ରେଆର ଅନୁଷ୍ଠାନ ତରଫରୁ ଏକ ତାଲିମ ଶିବିର ଆୟୋଜିତ appeared first on Odisha.News.