ଖଲିକୋଟ ଥାନା ପାଳଧୂଆପଲ୍ଲୀ ନିକଟ କାଜୁ ଜଙ୍ଗଲରେ ଡବଲ ମର୍ଡର

ଖଲିକୋଟ: ଗଞ୍ଜାମ ଖଲିକୋଟ ଥାନା ପାଳଧୂଆପଲ୍ଲୀ ନିକଟ କାଜୁ ଜଙ୍ଗଲରେ ଡବଲ ମର୍ଡର ହୋଇଥିବା ସୂଚନା ମିଳିଛି। ଶ୍ବଶୁର ଓ ବୋହୁଙ୍କୁ କଟୁରୀରେ ହାଣି ନିର୍ମମ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସମ୍ପତି ବିବାଦରୁ ବଡ଼ଭାଇଙ୍କ ପୁଅ ଉଭୟଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଯୁବକକୁ ଅଟକ ରଖି ପୁଲିସର ପଚରା ଉଚୁରା ଜାରି ରଖିଥିବା ସୂଚନା ମିଳିଛି।